Odisha news

ଆଦାନୀ ଫାଉଣ୍ଡେସନ ପକ୍ଷରୁ ୬ଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

0

ଭଦ୍ରକ :କରୋନା ପରିସ୍ଥିତି ଓ ସୂର୍ଯ୍ୟପରାଗ ସେ‰ଆଦାନୀ ଫାଉଣ୍ଡେସେନ ପକ୍ଷରୁ ବନ୍ଦର ପାରିପାଶ୍ୱର୍କ ଅଞ୍ଚଳରେ ୬ଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି ।

ଫାଉଣ୍ଡେସନ ସହକର୍ମୀ, ଆଞ୍ଚଳିକ ସ୍କୁଲ ତଥା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ସୁପୋଷଣ କାର୍ଯ୍ୟକ୍ରମର ସଙ୍ଗିନୀମାନଙ୍କ ସହ ବନ୍ଦର ପାରିପାଶ୍ୱର୍ରେ ଥିବା ୪ ପଞ୍ଚାୟତର ୨୦ ଗ୍ରାମର ମହିଳା ଓ କିଶୋରୀମାନେ ଯୋଗ ଦିବସରେ ସାମିଲ ହୋଇଥିଲେ । ସାମାଜିକ ଦୂରତ୍ୱ ରଖି ସ୍କୁଲ ପ୍ରାଙ୍ଗଣ ଓ ମୋବାଇଲ ମାଧ୍ୟମରେ ଏହି ଦିବସ ପାଳନ କରାଯାଇଥିଲା ।

ଆଞ୍ଚଳିକ କରଣପାଲିସ୍ଥିତ କରଣପାଲି ଜିପି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଯୋଗ ଶିକ୍ଷକ ଧୀରେନ୍ଦ୍ର ଦାସଙ୍କ ତ‰ାବଧାନରେ ୪୫ ଛାତ୍ରଛାତ୍ରୀ, ଶିକ୍ଷକ, ଫାଉଣ୍ଡେସନ କର୍ମୀଙ୍କ ଉପସ୍ଥିତିରେ ଏହି ଯୋଗ ଦିବସ ପାଳିତ ହୋଇଛି ।ଫାଉଣ୍ଡେସନ ଦ୍ୱାରା ସୁପୋଷଣ କାର୍ଯ୍ୟକ୍ରମର ୨୮ ଜଣ ସଙ୍ଗିନୀଙ୍କ ସହ ବିଭିନ୍ନ ଗାଁର ପ୍ରାୟ ୫୦ରୁ ଉର୍ଦ୍ଧ୍ୱର୍ ଗର୍ଭବତୀ ମହିଳା ଓ କିଶୋରୀ ମୋବାଇଲ ମାଧ୍ୟମରେ ଯୋଗ କରିଥିଲେ ।

Nalco
Leave A Reply