ତେଲକୋଇ-୧୧/୮-ତେଲକୋଇ ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ ଅଧିନ କନ୍ତଲେଇ ଗ୍ରାମର ପବିତ୍ର ମହାନ୍ତ ଙ୍କ ନା ବାଳକ ପୁଅ ହରିସ ମହାନ୍ତ( ୭) ଘର ଚାଳରୁ କୁରାଢ଼ୀ ଆଣିବା ସମୟରେ ଏକ ବିଷଧର ସାପ ଚୋଟ ମାରି ଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ତେଲକୋଇ ସୁସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ସୁସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି।
