Odisha news

ଭୟାବହ ଅଗ୍ନିକାଣ୍ଡ ଭଦ୍ରକ ଜିଲ୍ଲାର ନୂଆଶାସନ ଗାଁ’ରେ , ୨୦ ବଖରା ଘର ପାଉଁଶ

0

ଭଦ୍ରକ : ଭଦ୍ରକ ଜିଲ୍ଲାର ଗୁଆମାଳ ପଞ୍ଚାୟତ ଅନ୍ତର୍ଗତ ନୂଆଶାସନ ଗାଁ’ରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୫ ପରିବାରର ୨୦ରୁ ଅଧିକ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁୁ ଆୟତ୍ତ କରିଥିବା ସୂୂଚନା ମିଳିଛି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନି।

Leave A Reply