ଚନ୍ଦ୍ରଭାଗରରେ ମାଛ ଧରା ଓ ବିକ୍ରିକୁ ନେଇ ଚିନ୍ତାରେ କୋଣାର୍କ ବାସୀ, ରେଡ଼ ଜୋନ ରୁ ବ୍ୟବସାୟୀ ଆସି କିଣିଲେ ମାଛ, ସଂକ୍ରମଣ ର ଆଶଙ୍କା
କୋଣାର୍କ: ବୁଧ ବାର ଦିନ ଚନ୍ଦ୍ରଭାଗର ପ୍ରାୟ ତିନି ଶହରୁ ଉର୍ଦ୍ଧ ମାଛ ଧରା ଡଙ୍ଗା ନେଇ ନୋଳିଆମଚ୍ୟ ଜୀବି ମାନେ ଗଭୀର ସମୁଦ୍ର କୁ ଯାଇ ପ୍ରଚୁର ପରିମାଣ ବିଭିନ୍ନ ପ୍ରଜାତିର ମାଛ ଧରି ଆଣି ଥିଲେ କିନ୍ତୁ ଏତେ ପରିମାଣର ମାଛ ଏଠାରେ ବିକ୍ରିକରିବାର ସୁବିଧା ନଥିବାରୁ ।ଖବର ପାଇ କରୋନା ଅଂଚଳରୁ ଅର୍ଥାତ ରେଡ଼ ଯୋନ ଜଗତସିଂହପୁର ଜିଲ୍ଲାର ନାଉଗାଁ,ଓ ପାରାଦ୍ୱୀପ ରୁ ଶିଖର ଘାଟଦେଇ ଚନ୍ଦ୍ରଭାଗା କୁ ମାଛ ବେଵ୍ୟସାୟୀମାନେ ଅସୁରକ୍ଷିତ ଭାବେ ଆସି ସମାନତା ନରଖି ଚନ୍ଦ୍ରଭାଗା ନୋଳିଆ ବସ୍ତିରୁ ମାଛ କିଣୁଥିବାର ପରିଲକ୍ଷିତ ହୋଇଥିଲା ଯାହା ଗ୍ରୀନ ଯୋନ ରେ କରୋନା ସଂକ୍ରମ ହେବାର ବହୁତ ସମ୍ବବନା କୁ ଏଡାଇ ଦିଆଯାଇନପାରେ ।ଯାହା ଦ୍ବାରା ଚନ୍ଦ୍ରଭାଗା ନୋଳିଆ ସାହିରେ କରୋନା ସଂକ୍ରମ ହେବା ଆସଙ୍କା ଉପୁଜିଛି ।ଯାହା କୋଣାର୍କ ଅଞ୍ଚଳପାଇଁ ଆଗାମୀ ଦିନରେ ଏକ ପିସ୍ପୋରକ ଆକାର ଧାରଣକରିବା ସମ୍ବାବନା ଦେଖାଯାଇଛି।ତେଣୁ ଏଦିଗପ୍ରତି ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରେଡ଼ଜୋନ ରୁ ଆସୁଥିବା ମାଛ ବ୍ୟବସାୟୀ ମାନଙ୍କୁ ରୋକ ଲଗାଇବା ସହ ଜିଲ୍ଲାର ସୀମା ସିଲ କରିବାକୁ ଦାବୀହେଉଛି।
