Odisha news

ଗ୍ରୀଷ୍ମ ଋତୁରେ ସୁପର ଡ୍ରିଙ୍କ : ପୁଦିନା ସର୍ବତ

0

ଗରମ ଦିନରେ ଶରୀର ଥଣ୍ଡା ରଖିବା ସବୁଠୁ ଜରୁରୀ, ଏଥିପାଇଁ ପୁଦିନା ଗୋଟିଏ ଭଲ ରାମବାଣ , ଯାହାକି ଗୋଟିଏ ନେଚୁରାଲ ହର୍ବସ୍ , ଏବଂ ଗରମ ଦିନରେ ଏହା ସୁପର ଫୁଡ ଅଟେ, ଯାହାକି ଡି -ହାଇଡ୍ରେସନ ରୁ ରକ୍ଷା କରିଥାଏ, ଏବଂ ଶରୀରକୁ କୁଲ ରଖିଥାଏ l

ପୁଦିନା ସର୍ବତ ପିଇବାର ଚମତ୍କାର ଲାଭ –
– ପୁଦିନା ସର୍ବତ ଡି -ହାଇଡ୍ରେସନ ଠାରୁ ରକ୍ଷା କରିଥାଏ, ଶରୀରକୁ ଭିତରୁ ଥଣ୍ଡା ରଖିଥାଏ, ଏଥିରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଶରୀରକୁ ଥଣ୍ଡା ରଖିଥାଏ l

– ପୁଦିନା ରେ ଆଣ୍ଟି- ଆକ୍ସିଡେଣ୍ଟ ରହିଥାଏ, ଏବଂ ମେଁଥଲ ମଧ୍ୟ ରହିଛି, ଯାହାକି ଗରମ ଦିନରେ ଗ୍ୟାସ, ଏସିଡ଼ିଟି ଓ ଅପଚ ରୁ ଆରାମ ଦେଇଥାଏ, ପୁଦିନା ଚା ମଧ୍ୟ ପେଟ କୁ ଆରମ୍ଭ ଦିଏ l

– ପୁଦିନା ସାଇନସ , କାଶ ଓ ପ୍ରଶ୍ୱାସ ସମ୍ବନ୍ଧିତ ସମସ୍ୟା ପାଇଁ ଉପକାରୀ, ଏହାକୁ ଉଷୁମ ପାଣିରେ ପକାଇ ଶୁଙ୍ଘିବା ଦ୍ୱାରା କଫ ସମ୍ବନ୍ଧିତ ସମସ୍ୟା ଦୂର ହୁଏ l

– ଗରମ ଦିନରେ ଯଦି ଶରୀର ରେ କିଛି ଫଳି ଯାଉଛି ତେବେ ପୁଦିନା ଖୁବ ଉପଯୋଗୀ, ପୁଦିନା କୁ ବାଟି ଲଗାଇବା ଦ୍ୱାରା ଘିମିରି କମିଯାଏ l

– ପୁଦିନା କୁ ଆୟୁର୍ବେଦ ରେ ଷ୍ଟ୍ରେସ ରିଲିଭର ବୋଲି କୁହାଯାଏ, ଯଦି ଆପଣ ମାନସିକ ଚିନ୍ତା ଗ୍ରସ୍ତ ରହୁଛନ୍ତି ତେବେ ନିୟମିତ ପୁଦିନା ଚା ଓ ସର୍ବତ ସେବନ କରନ୍ତୁ l

Leave A Reply