Odisha news

ଆସି ଗଲା ଥଣ୍ଡା ଦିନ : ଲଗାଇ ନିଅନ୍ତୁ ପ୍ରତିଦିନ ଏହି ଗୋଟିଏ ତେଲ ନାଭିରେ , ଯାହାକି ଆରାମ ଦେବ ୪ଟି ରୋଗରୁ

0

ଆୟୁର୍ବେଦରେ ନାଭି କୁ ଶରୀରର କେନ୍ଦ୍ରବିନ୍ଦୁ ବୋଲି କୁହାଯାଇଥାଏ, ଆୟୁର୍ବେଦ ଅନୁସାରେ ନାଭି ର ସମ୍ବନ୍ଧ ଶରୀରର ପ୍ରତ୍ୟେକ ଅଙ୍ଗ ସହିତ ରହିଛି, ନାଭି ରେ ତେଲ ଲଗାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ହୋଇଥାଏ , ତେବେ ଆସନ୍ତୁ ଜାଣିବା ନାଭି ରେ ତେଲ ଲଗାଇବାର ଚମତ୍କାର ଲାଭ ବିଷୟରେ l

* ଆୟୁର୍ବେଦ ଅନୁସାରେ ନାଭି ରେ ତେଲ ଲଗାଇବା ଦ୍ୱାରା ପେଟ ଦୋଷ ଦୂର ହୋଇଥାଏ l ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଔଷଧ ଖାଇ କୌଣସି ଲାଭ ପାଉ ନାହାନ୍ତି, ତେବେ ନିୟମିତ ନାଭି ରେ ତେଲ ଲଗାଇ ନିଅନ୍ତୁ l ଏବଂ ଏଥିପାଇଁ ଘଣl ନଡ଼ିଆ ତେଲ ହିଁ ଉତ୍କୃସ୍ଥ ଅଟେ l

* ଆଜିର ସମୟରେ ତ୍ୱଚା ସମସ୍ୟା ଅଧିକ ଦେଖା ଯାଉଛି, ଏବଂ କେଶ ମଧ୍ୟ ଖୁବ ଶୀଘ୍ର ରୁକ୍ଷ ହୋଇ ଯାଉଥିବାର ଦେଖିବାକୁ ମିଳୁଛି l ତେଣୁ ନାଭି ରେ ଅଲିଭ ଅଏଲ ନିୟମିତ ଲଗାଇ ନିଅନ୍ତୁ ଦେଖିବେ ମିଳିବ ଚମତ୍କାର ଲାଭ l

* ଶୀତଋତୁ ରେ ଗଣ୍ଠି ଯନ୍ତ୍ରଣା ପ୍ରାୟ ଦେଖିବାକୁ ମିଳିଥାଏ, ଏହି ସମସ୍ୟା ରୁ ଆରାମ ପାଇବା ପାଇଁ ଆପଣ ନାଭି ରେ ଅଲିଭ ଅଏଲ ଲଗାଇ ପାରିବେ ଏହା ଆପଣଙ୍କୁ ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେବ ବୋଲି ଆୟୁର୍ବେଦ ରେ କୁହାଯାଇଛି l

* ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବ୍ୟକ୍ତି ବସି ରହିବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ, ନିୟମିତ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଦୁଇବୁନ୍ଦା ଅଲିଭ ଅଏଲ ନାଭି ରେ ପକାଇ ନେବେ ତେବେ ପେଟ ସଫା ରହିବ ଏବଂ କୋଷ୍ଠ କାଠିନ୍ୟ ସମସ୍ୟା ରହିବ ନାହିଁ l

Leave A Reply