Odisha news

ଜିଲ୍ଲା କଂଗ୍ରେସ୍ ପକ୍ଷରୁ  ମହମବତୀ ଶୋଭା ଯାତ୍ରା                                   

0

ନୂଆପଡ଼ା – ୨୪/୪ (ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା କଂଗ୍ରେସ୍ ପକ୍ଷରୁ ନୂଆପଡ଼ା ସଦର ମହକୁମା ଏକତା ଛକ ଠାରେ ଜାମ୍ମୁ କାଶ୍ମୀର ପାହଳଗାମ ଠାରେ ଗତ ୨୨ ତାରିଖ ଦିନ ଆତଙ୍କବାଦିଙ୍କ ଗୁଳି ରେ ନିହତ ହୋଇଥିବା ନିରୀହ ୨୭ ଜଣ ପର୍ଯ୍ୟଟକଙ୍କ ଅମର ଆତ୍ମ ର ସଦଗତି ନିମନ୍ତେ ମହମବତୀ ଶୋଭା ଯାତ୍ରା ଗାୟତ୍ରୀ ମନ୍ଦିର ଛକ ରୁ ଏକତା ଛକ ଯାଏଁ କରାଯାଇଥିଲା। ଏହି ଶୋଭା ଯାତ୍ରା ନଗର ପରିକ୍ରମା କରି ଏକତା ଛକ ଠାରେ ଏକତ୍ରିତ ହୋଇ ମୃତକ ପର୍ଯ୍ୟଟକ ଙ୍କୁ ଗଭିର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଶୋଭା ଯାତ୍ରାକୁ ବରିଷ୍ଠ କଂଗ୍ରେସ୍ ନେତା ସୁରେଶ କୁମାର୍ ଆଜାଦ ଙ୍କ ନେତୃତ୍ୱ ରେ ଘାସିରାମ ମାଝି ,ଶହରୁଖ ଖାନ, ଦେବଦତ୍ତ ଦିକ୍ଷୀତ, ଭରତ ରାଉତ୍, କୈଳାସ ବାଗ ପପ୍ପୁ ଅହିର, ଆଲୋକ ଗୁରୁ ଓ ଉମା ବଞ୍ଛୋର୍ ପ୍ରମୁଖ ସହ ଶତାଧିକ କର୍ମୀ ଯୋଗଦେଇଥିଲେ।

Leave A Reply