Odisha news

ଡିଏଭି ପିଟି ଏସ ଆର ପବ୍ଲିକ୍ ସ୍ମୁଲରେ ପାଠାଗାରିକ ଦିବସ ପାଳନ

0

ଭଞ୍ଜନଗର–ସୋମବାର ଦିନ  ଡି ଏ ଭି ପିଟି ଏସ୍ ଆର ପବ୍ଲିକ ସ୍କୁଲ ରେ ଜାତୀୟ ପାଠାଗାରିକ ଦିବସ ପାଳନ କରାଯାଇଛି। ଏହି ଆନୁକୁଲ୍ୟ ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା  ଫାଦର ଅଫ ଲାଇବ୍ରେରି ସାଇନ୍ସ ଡକ୍ଟର ଏସ୍. ଆର୍ ରଙ୍ଗନାଥନ୍ ଙ୍କ ଫୋଟ ରେ ପୁଷ୍ପ  ଅର୍ପଣ କରାଯାଇଥିଲା । ପାଠାଗାର ର ଆବଶ୍ୟକତା ଓ ବହୁଳ ବ୍ୟବହାର ବ୍ୟବହାର ଦିଗପ୍ରତି ଶିକ୍ଷକ ଶ୍ରୀ ପ୍ରବୀଣ କୁମାର ପାତ୍ର  ଆଲୋକପାତ କରିଥିଲେ। ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ ଦ୍ଵୀପ ପ୍ରଜ୍ଜ୍ୱଳନ କରିଥିଲେ।  ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ରୋଲ୍ ଅଫ ଲାଇବ୍ରେରୀ ଓ ଲlଇବ୍ରେରିଆନ କାର୍ଯ୍ୟକ୍ରମ ରେ ବିପୁଳ ଭାବରେ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଶ୍ରୀମତୀ ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ।

Ad2
Leave A Reply