Odisha news

ଚମାଖଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଯାଞ୍ଚ , ୧୦ ଟି ବାଇକ ଜବତ         

0

ଛତ୍ରପୁର,  ୧୫/୪: ଆଗାମୀ ସଧାରଣ ନିର୍ବାଚନ କୁ ଦୃଷ୍ଟି ରଖି,  ଏହାକୁ କିପରି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟ କରାଯାଉଛି ।  ବିଭିନ୍ନ ଥାନା ଅଂଚଳ ରେ କଡା କଡ଼ି ଯାଞ୍ଚ କରାଯାଉଛି, ଚମାଖଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ଗୁଡ଼ିକୁ ଯାଞ୍ଚ  କାର୍ଯ୍ୟ ଚାଲୁ ରହିଛି ।  ରବିବାର  ରାତି ରେ ଥାନା ପକ୍ଷରୁ ବିଭିନ୍ନ ସ୍ଥାନ ରେ ଯାଞ୍ଚ  କରାଯାଇ ୧୦ ଟି ବାଇକ କୁ ଜବତ କରିଛି ପୋଲିସ।ସେଥି ମଧ୍ୟ ରୁ ମଦ୍ୟପାନ କରି ଗାଡି ଚଳାଉଥିବା ନେଇ 6 ଟି ବାଇକ ଜବତ ହୋଇଥିବା ବେଳେ ଗୋଟିଏ ବାଇକ ରେ ୩ଜଣ ବସିଥିବା ନେଇ 4ଟି ବାଇକ କୁ ଧରିଛି ପୋଲିସ

Leave A Reply