Odisha news

ସୋରିଷ ତେଲରେ ଥିବା ଏହି ଗୋଟିଏ ତତ୍ୱ ହାର୍ଟ ପାଇଁ ରାମବାଣ

0

ସୋରିଷ ତେଲ ପ୍ରାୟ ସମସ୍ତ ରୋଷେଇଘରେ ରହିଥାଏ , ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ l କିନ୍ତୁ ଆପଣ କଣ ଜାଣିଛନ୍ତି ସୋରିଷ ତେଲ ହାର୍ଟ ପାଇଁକେତେ ହିତକର ? ସୋରିଷ ତେଲରେ ଭିଟାମିନ, କ୍ୟାଲସିୟମ, ଆଇରନ ଭଳି ପୋଷାକ ତତ୍ୱ ମହଜୁଦ ରହିଥାଏ l

– ସୋରିଷ ତେଲରେ ରହିଥିବା ଆଲଫl -ଲିନାଲେନିକ ଯାହାକି ଗୋଟିଏ ପ୍ରକାରର ଓମେଗl 3 ଫ୍ୟାଟି ଏସିଡ ଅଟେ l ଏହା ଶରୀର ପାଇଁ ଖୁବ ଉପଯୋଗୀ l ଏହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ l ଏହା ବିଶେଷ ଭାବରେ ହୃଦ ରୋଗ କୁ ନିୟନ୍ତ୍ରିତ କରିଥାଏ l

– ପ୍ରତ୍ୟେକ ୧୦୦ ଗ୍ରାମ ସୋରିଷ ତେଲରେ ୬୦ ରୁ ୭୦ ପ୍ରତିଶତ ମନୋସେଚୁରେଟେଡ଼ ଫ୍ୟାଟ ରହିଥାଏ l ଯାହାକି ଗୋଟିଏ ଗୁଡ଼ ଫ୍ୟାଟ ଅଟେ ଏବଂ କୋଲେଷ୍ଟ୍ରଲ ସ୍ତର କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ଏହା ହାର୍ଟ ଡିଜିଜ ରିସ୍କ କୁ ମଧ୍ୟ କମ କରିଥାଏ l

– ଅଧ୍ୟୟନ ଅନୁସାରେ ସୋରିଷ ତେଲରେ ଭିଟାମିନ ଇ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ l ଯାହାକି ହୃଦ ରୋଗକୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l ତେଣୁ ନିୟମିତ ସେବନ ଦ୍ୱାରା ହୃଦ ରୋଗ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l

– ସୋରିଷ ତେଲରେ ଆଣ୍ଟି ଇମ୍ଫ୍ଲମେଟ୍ରି ପ୍ରପର୍ଟି ରହିଥାଏ , ଯାହାକି ଶରୀରରେ ହେଉଥିବା ଯେକୌଣସି ଇମ୍ଫ୍ଲେମେସନ କୁ କମ କରିଥାଏ l ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଖୁବ ହିତକର l

– ସୋରିଷ ତେଲରେ ଥିବା ଭିଟାମିନ ଓ ଖଣିଜ ତତ୍ୱ ଶରୀର କୁ ମଜବୁତ ରଖିଥାଏ l ଯେଉଁ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ l ଏବଂ ହାର୍ଟ ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ l

Leave A Reply