Odisha news

ପଦ୍ମପୁରରେ ସନ୍ତୋଷୀ ମା ଙ୍କ ପୂଜା

0
ନିରାକାରପୁର,୯/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ବର ପଞ୍ଚାୟତ ପଦ୍ମପୁର ଗ୍ରାମରେ ସନ୍ତୋଷୀ ମା ଙ୍କ ପୂଜା ସମ୍ପୂର୍ଣ ଆଧ୍ୟାତ୍ମିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ବହୁ ସଂଖ୍ୟାରେ ମହିଳା ମାନେ ଅଂଶଗ୍ରହଣ କରିଥିବାବେଳେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା  ମନ୍ଧଟଙ୍କ ସମେତ ୫୭ ଜଣ ମହିଳା ନିକଟସ୍ଥ ପୁଷ୍କରିଣୀରେ ଜଳ ଆଣି କଳସ ଯାତ୍ରାରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନା କରିଥିଲେ। ପରେ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଥିଲା।
Govt
Leave A Reply