Odisha news

ମହାମାୟୀ କଲେଜରେ କ୍ୟାରିୟର ପରାମର୍ଶ କାର୍ଯ୍ୟକ୍ରମ

0
ବ୍ରହ୍ମପୁର :  ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ” ମୋ କଲେଜ ଅଭିଯାନ” ଏବଂ “କ୍ୟ।ରିୟର କାଉନସେଲିଙ୍ଗ ସେଲ” ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଶାସନିକ ଅଧିକାରିଣୀ ଡଃ ଜୟନ୍ତି ରାଣୀ ପଣ୍ଡା ଏବଂ ମୋ କଲେଜ ଅଭିଯାନ ଏବଂ କ୍ୟାରିୟର କ।ଉନସେଲିଙ୍ଗ ସଂଯୋଜିକା ସ୍ୱର୍ଣ୍ଣଲତା ପଟ୍ଟନାୟକ ମଞ୍ଚାସୀନ ଥିଲେ ।
Institute of Chartered accountant of India ତରଫରୁ  C.A. ଏମ୍ ଭୈଷ୍ଣବୀ ଏବଂ C.A. ସମୀର ରାଜୁ ଯୋଗ ଦେଇ ଛାତ୍ରୀମାନଙ୍କୁ ଏକାଉନ୍‌ଟେନସୀ ପାଇଁ ସଚେତନ କରିଥିଲେ । ଅଧ୍ୟାପିକା ଡ଼. ବାଣୀ ପଟ୍ଟନାୟକ ଏବଂ ମଧୁଛନ୍ଦା  ସାମନ୍ତରାୟ ସହ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ।
Ad2
Leave A Reply