Odisha news

ବଜ୍ରପାତରେ ଶ୍ରମିକ ମୃତ୍ୟୁ 

0
ପାରାଦୀପ : ଗାଧୋଇବା ସମୟରେ ଘଟିଲା ବଜ୍ରପାତ  | ବଜ୍ରପାତ ରେ ଶ୍ରମିକ ଙ୍କ ମୃତ୍ୟୁ | ପାରାଦୀପ ଉପକଣ୍ଠ ଗଡ଼ ବଜାର ନିକଟ ନିମିଡିହ ରେ ଘର ଭଡା ରେ ରହୁଥିବା ଝାଡ଼ଖଣ୍ଡ ର ମହେନ୍ଦ୍ର ଚୌଧୁରୀ ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି  | ସେ ଭାରତୀୟ ତୈଲ ବିଶୋଧନାଗାର ରେ ଥିବା ଟେକ୍ଲିମୋନ୍ କମ୍ପାନୀ ରେ କାର୍ପେଣ୍ଟର ଭାବେ କାର୍ଯ୍ୟ କରନ୍ତି  | ମଧ୍ୟାହ୍ନ ସମୟରେ ଘର ବାହାରେ ଥିବା ଟ୍ୟୁବେଲ ରେ ଆଜି ଗାଧୋଇବା ସମୟରେ ବଜ୍ରାଘାତ ଘଟି ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି  |
Leave A Reply