Odisha news

ସତ୍ୟ ମହାରଣାଙ୍କ ମା ବୁଢ଼ୀ ଠାକୁରାଣୀ ଯାତ୍ରା ବାଲୁକା କଳା

0
ବ୍ରହ୍ମପୁର :  ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ଏହି ମା ବୁଢ଼ୀ ଠାକୁରାଣୀ ଯାତ୍ରା ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ବାଲୁକା କଳା ମାଧ୍ୟମରେ ମା ଙ୍କ ପ୍ରିୟ ବେଶ ବୁଶା କରିଛନ୍ତି। ଯେଉଁଥିରେ ମା ଙ୍କ ଅତି ପ୍ରିୟ ବାଘ ନାଚ, ଶିବ, ରାମ, ବାବାଜୀ, ଲଣ୍ଡା ବେଶ, ଭୂତ ବେଶ ସହ ଅନେକ ବେଶ କରିଛନ୍ତି। ମା ବୁଢ଼ୀ ଠାକୁରାଣୀ ସମସ୍ତ ଙ୍କୁ ସଦା ସର୍ବଦା ଖୁସିରେ ରଖିଥାନ୍ତୁ।
IEC 2 years
Leave A Reply