Odisha news

Twitter ୟୁଜର ରୁହନ୍ତୁ ସାବଧାନ ! ଆପଣଙ୍କ ର ଏହିସବୁ ଭୁଲ୍ ଆପଣଙ୍କୁ ପହଞ୍ଚାଇ ଦେଇପାରେ ଜେଲ୍

0
ନୂଆଦିଲ୍ଲୀ : ଟୁଇଟର ର ମାଲିକ ପରିବର୍ତ୍ତନ ହେବା ପରେ ବର୍ତ୍ତମାନ୍ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ନିୟମ । ବର୍ତ୍ତମାନ୍ ଫିଚର୍ ପରିବର୍ତ୍ତନ ସହିତ ଭେରିଫାଏଡ ୟୁଜର ନିଜର ବ୍ଲୁ ଟିକ୍ କୁ କାଏମ ରଖିବା ପାଇଁ ଗୋଟିଏ ଭାରି ରକମ ମଧ୍ୟ ଦେବାକୁ ପଡ଼ିବ । ଏହି ପରିବର୍ତ୍ତନ ସହିତ ବର୍ତ୍ତମାନ୍ ଅନଲାଇନ୍ କ୍ରାଇମ୍ ର ଟୁଇଟ କରିବା ଦ୍ୱାରା ଖୁବ୍ ଶୀଘ୍ର ଜେଲ୍ ଦଣ୍ଡ ମଧ୍ୟ ଭୋଗୀ ପାରନ୍ତି ।
ଟୁଇଟର ପକ୍ଷରୁ ଏହି ସବୁ ବ୍ୟବହାର କୁ ବାରଣ କରାଯାଇଛି –
– ଗାଳି ଗୁଲଜ ନିଷେଧ –
ଯଦି ଆପଣ ଟୁଇଟର ରେ କୌଣସି ବ୍ୟକ୍ତିର ପୋଷ୍ଟ କୁ ଦେଖି କମେଣ୍ଟ କରୁଛନ୍ତି ତେବେ ଆପଣ ଧ୍ୟାନ ରଖିବା ଜରୁରୀ ଯେ ଯେପରି କୌଣସି ଅଭଦ୍ର ଭାଷା ର ପ୍ରୟୋଗ କରିବେ ନାହିଁ। କାହିଁକି ନା ବର୍ତ୍ତମାନ୍ ଟୁଇଟର ର ନିୟମ ପୂର୍ବ ଅପେକ୍ଷା ଅଧିକ କଠୋର ହୋଇ ଯାଇଛି । ଯଦି ସେପରି କୌଣସି କିଛି ଭାଷା ପ୍ରୟୋଗ କରିଛନ୍ତି ତେବେ ଆପଣ ଜେଲ୍ ମଧ୍ୟ ଯାଇ ପାରନ୍ତି । ତେଣୁ ନିଜ ଭାଷାରେ ଶାଳୀନତା ରଖିବା ଉଚିତ୍ ।
– ଆପତ୍ତିଜନକ ଫଟୋ ର ବ୍ୟବହାର କରିବେ ନାହିଁ –
ଟୁଇଟର ର ପଲିସି ଅନୁସାରେ ବର୍ତ୍ତମାନ୍ ଆପଣ ଆପତ୍ତିଜନକ ଫଟୋ ସେୟାର କରି ପାରିବେ ନାହିଁ । ଯଦି ଆପଣ ଏଭଳି କଲେ ତେବେ ଅସୁବିଧାରେ ପଡ଼ି ପାରନ୍ତି ।
– ଭିଡିଓ ପାୟରେଶି –
ଯଦି ଆପଣ ଟୁଇଟର ରେ ଭିଡିଓ ପାୟରେଶୀ କରିବା ଜଣା ପଡ଼ିଲା ତେବେ ଆପଣଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଶେଷ ଭାବରେ ଭାରତରେ ଭିଡିଓ ପାୟରେସି ନିୟମ ବିରୁଦ୍ଧ ଅଟେ । ତେଣୁ ଏଭଳି କଲେ ଆପଣ ଜେଲ୍ ଯାଇ ପାରନ୍ତି ।
– ଅନୈତିକ ଗତିବିଧି –
ଯଦି ଆପଣ କୌଣସି ପ୍ରକାର ର ଅନୈତିକ ଗତିବିଧି କରୁ ଥିବାର ଜଣା ପଡ଼ିଲା ତେବେ ଆପଣଙ୍କୁ ସେହି ଦିନ ଠାରୁ ଆପଣଙ୍କ ବିରୋଧରେ ଭାରତ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ । ତେଣୁ ଏହି ସବୁ ନିୟମ କୁ ମାନି ଆପଣ ସତର୍କ ରହିବା ଆବଶ୍ୟକ ।
Nalco
Leave A Reply