Odisha news

ନିଜ କ୍ୟାରିଅର ରେ ସଫଳତା ଲାଭ କରିବା ପାଇଁ ଆପଣାନ୍ତୁ ଏହି ୫ଟି ଫେଙ୍ଗସୁଇ ଟିପ୍ସ

0

ଜୀବନ ରେ ସଫଳତା ଲାଭ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କଠୋର ପରିଶ୍ରମ କରିଥାଏ l କିନ୍ତୁ ଅଧିକାଂଶ ସମୟ ରେ ପରିଶ୍ରମ କରିବା ପରେ ମଧ୍ୟ ମନ ମୁତାବକ ଫଳ ପାଇ ନଥାଆନ୍ତି l ଏପରି ସ୍ଥିତିରେ ଆପଣଙ୍କୁ କିଛିଟା ଫେଙ୍ଗସୁଇ ଟିପ୍ସ ଗ୍ରହଣ କରିବା ଜରୁରୀ l ଯାହାକି ଆପଣଙ୍କୁ ଜୀବନରେ ସଫଳତା ଦେବ l

– ଫେଙ୍ଗସୁଇ ବାସ୍ତୁ ଟିପ୍ସ ଅନୁସାରେ ସର୍ବ ପ୍ରଥମେ ଘରର ଦକ୍ଷିଣ ଦିଗରେ ପ୍ରତିଦିନ ସନ୍ଧ୍ୟାରେ ନାଲି ରଙ୍ଗର ଆଲୋକ ଜଳାଇବା ଜରୁରୀ l ଯଦି ଏହି ଆଲୋକ କାଠର ଲ୍ୟାମ୍ପ ରେ ପ୍ରଜ୍ବଳନ କରାଯାଇ ଥାଏ ତେବେ ଖୁବ ଶୁଭ ହୋଇଥାଏ l ମାନ୍ୟତା ରହିଛି ଯେ ଏହି ୟୁପି ଦ୍ୱାରା କ୍ୟାରିଅର ରେ ପ୍ରସିଦ୍ଧି ଲାଭ ହୋଇଥାଏ l

– ମାନ୍ୟତା ରହିଛି ଯେ ବ୍ୟବସାୟ ରେ ଉନ୍ନତି ଓ ଲାଭାନ୍ବିତ ହେବା ପାଇଁ ନିଜ ଅଫିସ ରେ ଦକ୍ଷିଣ ଦିଗରେ ଗୋଟିଏ କ୍ରିଷ୍ଟାଲ ଗ୍ଲୋବ ରଖନ୍ତୁ l ଏହା ବ୍ୟବସାୟ ରେ ସଫଳତା ଦେବ l

– ଫେଙ୍ଗସୁଇ ଅନୁସାରେ ନିଜ ଅଫିସ ଟେବୁଲ ରେ ଡ୍ରାଗନ ଏଭଳି ମୂର୍ତି ରଖନ୍ତୁ ଯାହାର ପିଠିରେ କଇଁଛ ବସିଥିବ l ଏପରି କରିବା ଦ୍ୱାରା ଆପଣ ନିଜ ବିରୋଧୀ ମାନଙ୍କ ଉପରେ ବିଜୟ ଲାଭ କରିବେ l

– ଫେଙ୍ଗସୁଇ ଅନୁସାରେ ଦକ୍ଷିଣ ଦିଗରେ ଜଳ ସ୍ରୋତ, ଆକ୍ବରିୟମ କିମ୍ବା ଜଳ ସମ୍ବନ୍ଧୀୟ ଚିତ୍ର ଲଗାନ୍ତୁ ନାହିଁ l ମାନ୍ୟତା ରହିଛି ଯେ ଏହି ସମସ୍ତ ଜିନିଷ ଉନ୍ନତି ରେ ବାଧା ଆଣିଥାଏ l

– ଫେଙ୍ଗସୁଇ ଅନୁସାରେ ନିଜ ଘରେ କିମ୍ବା ଅଫିସ ରେ ଦକ୍ଷିଣ ଦିଗରେ ୯ଟି ପାଇପ ବିଶିଷ୍ଟ ଉଇଣ୍ଡ ଚାଇମ୍ ଲଗାଇବା ଆବଶ୍ୟକ l ଏହା ସୁଖ ସମୃଦ୍ଧି ଓ ଉନ୍ନତିର ପ୍ରତୀକ ଅଟେ l

Nalco
Leave A Reply