Odisha news

ପଦ୍ମଶ୍ରୀ ପୂଜ୍ୟପୂଜକ ବଳିଆଙ୍କ ଦୁଇ ଦିନିଆ ତାଳଚେରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

0

ତାଳଚେର ତା ୨୦/୦୮ ପଦ୍ମଶ୍ରୀ ପୂଜ୍ୟପୂଜକ ବଳିଆଙ୍କ ତାଳଚେରରେ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ବୋଲି ଅନନ୍ତ ବଳିଆ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆସନ୍ତା ତା୨୧/୮/୨୦୨୨ ରୁ ତା୨୨/୮/୨୦୨୨ ରିଖ ଦୁଇ ଦିନିଆ ଏନ୍‌.ଏସ୍‌.ନଗର ଭରତପୁର ସ୍ଥିତ ବ୍ରାହ୍ମଣୀ କ୍ଲବ ଠାରେ ପ୍ରତ୍ୟହ ସଂଧ୍ୟା ୭ ଘଟିକାରେ ‘କଥାରେ କଥାରେ ଜୀବନ ଗୀତା’ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହିତ ସନାତନ ଧର୍ମର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ୍ ହେବା ପାଇଁ ଅନନ୍ତ ବଳିଆ ପରିବାର ତାଳଚେର ଶାଖା ପକ୍ଷରୁ ନିବେଦନ କରାଯାଇଛି ।

Nalco
Leave A Reply