ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କ୍ରାନ୍ତି ଦିବସ ପାଳନ କରାଯାଇଛି ।ଦଳ ପକ୍ଷରୁ ସହର ମଧ୍ୟରେ ବସ୍ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ କଂ ନେତୃତ୍ଵରେ କଂଗ୍ରେସ କର୍ମୀ ମାନେ ଏକାଠି ହୋଇ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତୀ ରେ ପୁଷ୍ପମାଲ୍ଯ ଅର୍ପଣ କରି କ୍ରାନ୍ତି ଦିବସ ପାଳନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ସଭାନେତ୍ରୀ ମମତାଞଳି ବେହେରା, ଶିଳ୍ପୀ ଶ୍ରୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଦାସ, ଟାଉନ୍ କଂଗ୍ରେସ ସଭାପତି ହାଇଦର ମହମ୍ମଦ, ଛାତ୍ର କଂଗ୍ରେସ ସଭାପତି ସୁଭମ ଦାସ, ଏଆଇ ସି ସି ସଭ୍ୟା ଶୂଭାସିନି ମହାଖୁଡ, ବରିଷ୍ଠ ଓକିଲ ନିର୍ମଳ ମିଶ୍ର, ଅମ୍ଳାନ ଖଟୁଆ, ଚାଷୀ ନେତା ପ୍ରେମ ଶକଂର ମିଶ୍ର, ଓ ଅନ୍ୟ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
Comments are closed.