Odisha news

ବାସ୍ତୁଶାସ୍ତ୍ରରେ ଘରର ଏହି ଦିଗରେ କରନ୍ତୁ ନାହିଁ ଶୌଚାଳୟ

ଆମ ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ଵ ରହିଛି । କାରଣ ଆମେ ନିଜ ଘରର ପ୍ରତେକ କାର୍ଯ୍ୟକୁ ନିର୍ଦ୍ଧିଷ୍ଟ ନୀତିନିୟମ ଅନୁସାରେ କରିଥାଉ କାରଣ ଏହା ଦ୍ବାରା କୌଣସି ଧାର୍ମିକ ମହତ୍ତ୍ଵ ରହିଛି । ନୀତିକୁ ଆଧାର କରି ହିନ୍ଦୁ ଧର୍ମର ସମସ୍ତ କାର୍ଯ୍ୟ ଓ ପୂଜାପାଠ କରାଯାଇଥାଏ । ପ୍ରାଚୀନ କାଳରୁ ମଧ୍ୟ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ଵ ରହି ଆସିଛି ,ଯାହା ଆଜି ମଧ୍ୟ ଗ୍ରହଣ କରାଯାଉଛି । ଯଦି ଘରର ଉପର ପଶ୍ଚିମ ଦିଗରେ ଶୌଚାଳୟ ନିର୍ମାଣ କରାଯାଏ ତେବେ କଣ ହୋଇଥାଏ ଆସନ୍ତୁ ଜାଣିବା ।
 * ଉତ୍ତର ପଶ୍ଚିମ ଦିଗ ବାସ୍ତୁଶାସ୍ତ୍ର ଅନୁସାରେ ଦହି ମନ୍ଥନ ,ଔଷଧୀୟ ଉପଚାର ଓ ଖାଇବା ଜିନିଷ ରଖା ଯିବା ପାଇଁ ବ୍ୟବହାର କରାହୁଏ , ତା ସହିତ ରତି ଗୃହ ଏହି ଦିଗରେ ନିର୍ବେଶିତ ହୋଇଥାଏ । ତେଣୁ ଏହି ଦିଗରେ ଶୌଚାଳୟ କରାଯିବା ଉଚିତ୍ ନୁହେଁ ।
  * ଆମେ ଯେଉଁ ସ୍ଥାନରେ ଶୌଚାଳୟ କରିବା ସେହି ସ୍ଥାନଟି ଖୋଳିବା ଆବଶ୍ୟକ , ତେଣୁ ଉତ୍ତର ପଶ୍ଚିମ ଦିଗରେ ଗାତ ଖୋଳିବା ସୁଭପ୍ରଦ ନୁହେଁ । ଏହା ଦ୍ବାରା ପରିବାରର ଆର୍ଥିକ ଅନାଟନ ଦେଖା ଦେଇଥାଏ ।
* ଉତ୍ତର ପଶ୍ଚିମ ଦିଗ ଗୃହ ସ୍ବାମୀଙ୍କ ପାଇଁ ମହତ୍ୱପୂର୍ଣ୍ଣ ଦିଗ ଅଟେ ।ତେଣୁ ଏହି ଦିଗରେ ଗାତ ଖୋଳିବା କିମ୍ବା ଶୌଚାଳୟ କରିବା ଗୃହ ସ୍ବାମୀଙ୍କୁ ଋଣ ବୋଝରେ ପୋତି ଦେଇଥାଏ । ବେଳେ ବେଳେ ସମ୍ପତ୍ତି ନିଲାମ ହେବାର ମଧ୍ୟ ସମ୍ଭାବନା ଥାଏ ।
 * ଧ୍ୟାନ ରଖିବା ଆବଶ୍ୟକ ଯେ ଗାତ ଖୋଳିବା ପାଇଁ ଉତ୍ତର ପଶ୍ଚିମ ଦିଗ ଭୁଲ ଅଟେ । ସବୁଠୁ ଭୁଲ ଓ ଖରାପ ପ୍ରଭାବ ଦିଗ ହୋଇଥିବା କାରଣରୁ ଏଭଳି ସ୍ଥାନରେ ଶୌଚାଳୟ କରିବା ହାନିକାରକ ହୋଇଥାଏ ।
ଦକ୍ଷିଣ ପଶ୍ଚିମ ଦିଗ ମଧ୍ୟ ଶୌଚାଳୟ ପାଇଁ ଉପଯୁକ୍ତ ହୋଇଥିବା କାରଣରୁ ଆପଣ ଶୌଚାଳୟ ନିର୍ମାଣ କରି ପାରିବେ।
Nalco

Comments are closed.