ତୁଳସୀ ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ତୁଳସୀ ପତ୍ର ସେବନ କରିବା ଦ୍ବାରା ଇମ୍ୟୁଣିଟି ବଢିବା ସହିତ ଗଂଭିର ରୋଗରୁ ମଧ୍ୟ ଆରାମ ମିଳିଥାଏ । ଏହି ମହାମାରୀ ସମୟରେ ତୁଳସୀ ପତ୍ରର କାଢ଼ା ପ୍ରସ୍ତୁତ କରି ପିଇବା ଦ୍ବାରା ଆମର ଇମ୍ୟୁନିଟି ବଢିବ ବୋଲି ଗବେଷକ ମାନେ ମତ ଦେଇଛନ୍ତି । କିନ୍ତୁ ତା ସହିତ ଆହୁରି ମଧ୍ୟ ଜଣା ପଡ଼ିଛି ଯେ ଦୁଗ୍ଧ ସହିତ ତୁଳସୀ ପତ୍ର ସେବନ କରିବା ଦ୍ବାରା ଅନେକ ଗୁଡ଼ିଏ ରୋଗରୁ ମଧ୍ୟ ନିଜକୁ ଦୂରେଇ ରଖି ହେବ ।ଆସନ୍ତୁ ଜାଣିବା ଏହି ବିଷୟରେ ।

Comments are closed.