ମିଶରର ଜଣେ ଭିକାରୁଣୀର ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରେ ୧ କୋଟି ୪୨ ଲକ୍ଷ ଟଙ୍କା ଜମା ଥିବାର ମାମଲା ସାମ୍ନାକୁ ଆସିଛି । ୫୭ ବର୍ଷୀୟା ଭିକାରୁଣୀ ନଫିସା ନାମରେ ୫ଟି କୋଠା ଅଛି । ଏ ସୂଚନା ମିଳିବା ପରେ ପୋଲିସ ତାକୁ ଗିରଫ କରି ଜେରା କରୁଛି । ସେ ହ୍ୱିଲ୍ଚେୟାର୍ରେ ବସି ଗୋଡ଼ କଟିବା ଭଳି ଅଭିନୟ କ େ ର ଏ ବ ଂ ମିଶରର ବିଭିନ୍ନ ର । ଜ ୍ୟ େ ର ଭ ି କ ମାଗେ ।
