Odisha news

ଶଙ୍ଖଧ୍ୱନିରେ ନଷ୍ଟ ହୁଅନ୍ତି କୀଟାଣୁ

0

ଶଙ୍ଖର ଉଭୟ ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମାନୁରେ ସମୁଦ୍ର ମନ୍ଥନରୁ ମିଳିଥିବା ୧୪ ରନି ମଧ୍ୟରୁ ଗୋଟିଏ ଶଙ୍ଖ । ଶଙ୍ଖଧ୍ୱନିରୁ ସକାରାତ୍ମକ ପରିବେଶ ସୃଷ୍ଟି ହେବା ସହ ସୁଖସମୃଦ୍ଧି ଆସିଥାଏ । ସେହିପରି ବର୍ଲିନ୍‌ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି ଶଙ୍ଖଧ୍ୱନି କୀଟାଣୁ ନଷ୍ଟ କରିଥାଏ । ରହିରହି କଥା କହୁଥିବା ଲୋକଙ୍କ ପାଇଁ ନିୟମିତ ଶଙ୍ଖ ଜଳ ପିଇବା ମହୋଷଧୀ ଭଳି ଲାଭ ଦେବ । ଉତ୍ସାହ ବଢ଼ିବା ଯୋଗୁ କୀଟାଣୁ ସହ ଲଢ଼ିବା ପାଇଁ ଶକ୍ତି ସଞ୍ଚାର ହୋଇଥାଏ । ଶଙ୍ଖ ଫୁଙ୍କିବା ଦ୍ୱାରା ସ୍ୱରଯନ୍ତ୍ରର୍ର ବ୍ୟାୟାମ ହୁଏ । ପୂଜା କରିବା ସମୟରେ ନିୟମିତ ଶଙ୍ଖ ଫୁଙ୍କିବା ଦ୍ୱାରା ହୃଦ୍‌ଘାତ ଆଶଙ୍କା କମେ, ବ୍ଲକେଜ୍‌ ଖୋଲିଯାଏ ।

Nalco
Leave A Reply