Odisha news

୬ କୋଟି ବର୍ଷ ପୂର୍ବର ବୃକ୍ଷ

0

ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ ଅନୁଭୂତ ହେଉଥିବାରୁ ଲୋକେ ପ୍ରତିଦିନ ଏ ବିଷୟରେ ଆଲୋଚନା କରିବା ସ୍ୱାଭାବିକ । ହେଲେ ପୃଥିବୀର କିଛି ଇଲାକାରେ ଏହାର ସକାରାତ୍ମକ ପରିବର୍ତ୍ତନ ଦେଖାଯାଇଛି । ଉଦାହରଣସ୍ୱରୂପ ପୃଥିବୀର ତାପମାତ୍ରା ବଢ଼ିବା ଯୋଗୁ ୬ କୋଟି ବର୍ଷ ପୂର୍ବର ପ୍ରାଚୀନ ଗଛର ପୁନଶ୍ଚ ଆବିର୍ଭାବ ହୋଇଛି । ଡାଏନାସୋର୍‌ ଯୁଗରେ ବ୍ରିଟେନ୍‌ରେ ଥିଲା ଫର୍ଟାଇଲ୍‌ ସାଇକାଡ୍‌ ଗଛ । ଏବେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବେଣ୍ଟନୋର୍‌ ବଟାନିକ୍‌ ଗାର୍ଡନରେ ଏହି ଗଛ ଉଠିଛି ।

Leave A Reply