Odisha news

ଭୋର ୫ଟା ରେ ଏସସିବି ମେଡିକାଲ ଓ ହାଡିଆ ପଠାରେ ପହଁଚି ସମୀକ୍ଷା କଲେ ୫ଟି ସଚିବ

0

କଟକ: କଟକ ମହାନଦୀ ହାଡିଆ ପଠା ଓ ସିସୋର ପଠାରେ ୫ସି ସଚିବ ଭିକେ ପାଣ୍ଡିଆନ୍‌ । ମେରୀଟାଇମ ମ୍ୟୁଜିୟମରେ ବୈଠକ କରେ ପଠା ଅନୁଧ୍ୟାନ କଲେ ପାଣ୍ଡିଆନ୍‌ । ୫ଟି ସଚିବଙ୍କ ସହ ଜଳ ସମ୍ପଦ ବିଭାଗର ଉଚ୍ଚ ଅଧିକାରୀ ଓ ଆର୍‌ଡିସି ମଧ୍ୟ ଉପସ୍ଥିତ ଥିଲେ । ମହାନଦୀ ହାଡିଆ ପଠାରେ କଟକ ଜିଲ୍ଲାପାଳ, ପୋଲିସ୍‌ କମିଶନର ସହ ଡିସିପି ମଧ୍ୟ ଉପସ୍ଥିତ ଥିଲେ । ଭୋର ୫ଟା ରେ ମେରିଟାଇନ ମିୟୁଜିୟମ୍‌ରେ ବୈଠକ ପରେ ସିସୋର ଓ ହାଡ଼ିଆ ପଠା ବୁଲି ସ୍ଥିତ ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.