Odisha news

ଜିଓ ପକ୍ଷରୁ ତାଳଚେରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ, ସାରା ଓଡ଼ିଶାର ୧୩ଟି ସହରରେ ପହଂଚିଲା ଟ୍ରୁ-୫ଜି

0

ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ୧୦ଟି ନୂଆ ସହରରେ ଟ୍ରୁ୫ଜି ସେବାର ଶୁଭାରମ୍ଭ ସହ ସାରା ଦେଶର ୨୩୬ ସହରରେ ପହଂଚିଲା ଟ୍ରୁ୫ଜିର ଲାଭ

ଭୁବନେଶ୍ୱର ମୁମ୍ବାଇ ଫେବ୍ରୁଆରି ୨୦୨୩ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର  ତାଳଚେର ସହରରେ ଟ୍ରୁ୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯିବା ସହ ରାଜ୍ୟର ୧୩ଟି ସହରରେ ଟ୍ରୁ୫ଜିର ଲାଭ ପହଂଚିଛି  ପୂର୍ବରୁ ଜିଓ ପକ୍ଷରୁ ରାଜ୍ୟର ଭୁବନେଶ୍ୱରକଟକରାଉରକେଲାବ୍ରହ୍ମପୁରସମ୍ବଲପୁରବାଲେଶ୍ୱରବାରିପଦାଭଦ୍ରକଝାରସୁଗୁଡ଼ାପୁରୀବଲାଙ୍ଗୀର  ଅନୁଗୁଳର ନାଲ୍‌କୋ ଭଳି ୧୨ ସହରରେ ଟ୍ରୁ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା  ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ୫ଜି ସେବାର ଶୁଭାରମ୍ଭ କରିଛି 

ଜାତୀୟ ସ୍ତରରେ ୧୦ଟି ଅଧିକ ସହରରେ ଜିଓ ଟ୍ରୁ୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେଉଁଥିରେ ସାମିଲ ରହିଛି ତାଳଚେର (ଓଡ଼ିଶା)ହିନ୍ଦୁପୁରମଦନପଲ୍ଲୀପ୍ରୋଡାତୁର (ଆନ୍ଧ୍ରପ୍ରଦେଶ)ରାୟଗଡ଼ (ଛତିଶଗଡ଼)ପଟିଆଲା (ପଂଜାବ)ଅଲୱର (ରାଜସ୍ଥାନ)ମଂଚେରିଆଲ (ତେଲେଙ୍ଗାନା)ଗୋରଖପୁର (ଉତରପ୍ରଦେଶ ରୁର୍‌କି (ଉତରାଖଣ୍ଡ ଏଥି ସହିତ ଦେଶରେ ଜିଓ ଟ୍ରୁ୫ଜି ସେବା ଉପଭୋଗ କରୁଥିବା ମୋଟ ସହର ସଂଖ୍ୟା ୨୩୬ରେ ପହଂଚିଛି 

ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଜିଓ ପକ୍ଷରୁ ୫ଜି ସେବାର ଶୁଭରମ୍ଭ କରାଯାଇଛି  ଆଜିଠାରୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ  ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ହାସଲ କରିବା ଲାଗି ଏହି ସହରଗୁଡ଼ିକରେ ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ 

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଆଠଟି ରାଜ୍ୟର ଏହି ୧୦ଟି ସହରରେ ଜିଓ ଟ୍ରୁ୫ଜି ସେବାର ଶୁଭାରମ୍ଭ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ  ଏହି ଶୁଭାରମ୍ଭ ସହିତ ୨୩୬ଟି ସହରରେ ଜିଓ ଗ୍ରାହକମାନେ ୨୦୨୩ ନୂଆବର୍ଷରେ ଜିଓ ଟ୍ରୁ୫ଜିର ରୂପାନ୍ତରିତ ଲାଭକୁ ଉପଭୋଗ କରିପାରିବେ ’’

ନୂତନ ଭାବେ ଟ୍ରୁ୫ଜି ସେବାର ଶୁଭାରମ୍ଭ କରାଯାଇଥିବା ସହରଗୁଡ଼ିକ ହେଉଛି ଆମ ଦେଶର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ  ବାଣିଜ୍ୟିକ ସ୍ଥଳ ତଥା ପ୍ରମୁଖ ଶିକ୍ଷା ହବ୍ ମଧ୍ୟ  ଜିଓ ଟ୍ରୁ୫ଜି ସେବାର ଶୁଭାରମ୍ଭ କରାଯାଇଥିବାରୁ ଏହି ଅଂଚଳର ଗ୍ରାହକମାନେ ଶ୍ରେଷ୍ଠ ଟେଲିଯୋଗାଯୋଗ ନେଟ୍‌ୱର୍କ ସମେତ ଗଭର୍ଣ୍ଣାସଶିକ୍ଷାଅଟୋମେସନଆର୍ଟିଫିସିଆଲ ଇଂଟେଲିଜେନ୍ସଗେମିଂସ୍ୱାସ୍ଥ୍ୟ ସେବାକୃଷିଆଇଟି  ଏସ୍‌ଏମ୍‌ଇ କ୍ଷେତ୍ରରେ ଅସୀମିତ ଅଭିବୃଦ୍ଧି ସୁଯୋଗ ପାଇବେ 

ଆମ ଦେଶକୁ ଡିଜିଟାଇଜ୍ କରିବାରେ ଆମକୁ ନିରନ୍ତର ସହଯୋଗ ପ୍ରଦାନ କରୁଥିବାରୁ ଆନ୍ଧ୍ରପ୍ରଦେଶଛତିଶଗଡ଼ଓଡ଼ିଶାପଂଜାବରାଜସ୍ଥାନତେଲେଙ୍ଗାନାଉତରପ୍ରଦେଶ

Nalco
Leave A Reply