Odisha news

କରୋନା ପାଇଁ ଛେଳି ବଳି

0

ଝାଡଖଣ୍ଡ : କରୋନା ଭାଇରସ୍‌କୁ ନିପାତ କରିବା ପାଇଁ ଅନେକ ଅନ୍ଧବିଶ୍ୱାସକୁ ଗୁରୁତ୍ୱ ଦେଉଛନ୍ତି । ଏମିତି ଏକ ଘଟଣା ଘଟିଛି ଝାଡଖଣ୍ଡର ଅରୱାଁ ଗାଁରେ । ଗୋଟିଏ ଦେବୀ ମନ୍ଦିରରେ ଲୋକମାନେ ହୋମ ଓ ପୂଜାପାଠ କରିଛନ୍ତି । ଦେବୀ ମା’ଙ୍କୁ ଖୁସି କରିବା ପାଇଁ ଗାଁଲୋକ ଏକସଙ୍ଗରେ ୪୦୦ ଛେଳି ବଳି ପକେଇଛନ୍ତି । ଅନେକ କୁକୁଡା ମଧ୍ୟ ବଳି ପକାଯାଇଛି । ଏହା ଦ୍ୱାରା କରୋନା ଠାକୁରାଣୀ ପ୍ରସନ୍ନ ହୋଇ ଦୂରେଇ ଯିବେ ବୋଲି ଗ୍ରାମବାସୀ ବିଶ୍ୱାସ ରଖିଛନ୍ତି ।

Leave A Reply

Your email address will not be published.