Odisha news

ବେଲି ଡାନ୍ସ ଶିଖୁଛନ୍ତି ଅନନ୍ୟା

0

ଅନନ୍ୟା ପାଣ୍ଡେ ପେଣ୍ଟିଂ ସଉକ ପୂରା କରିବା ସହ ନୂଆ ଜିନିଷ ଶିଖୁଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ରେ ସେ କହିଛନ୍ତି, ‘ମୋତେ ଗିଟାର ବଜାଇବାର ବହୁତ ସଉକ ଥିଲା । କିନ୍ତୁ କର୍ମବ୍ୟସ୍ତତା ମଧ୍ୟରେ ଶିଖିବା ପାଇଁ ସମୟ ଦେଇପାରିଲି ନାହିଁ । ଲକ୍‌ଡାଉନ୍‌ରେ ଭରପୂର ସମୟ ଥିବାରୁ ଗିଟାର ଶିଖୁଛି ।’ ଏଥିସହ ଅନନ୍ୟା ଘରେ ଥାଇ ଅନ୍‌ଲାଇନ୍‌ ବେଲି ଡାନ୍ସ ଶିଖୁଛନ୍ତି । ସିନେମାରେ କାମ କରିବା ତାଙ୍କ ପିଲାଦିନର ସ୍ୱପ୍ନ ଥିଲା । ଘରେ ବାପା ଚଙ୍କି ପାଣ୍ଡେଙ୍କ ଯୋଗୁ ସିନେମା ମାହୋଲ ରହିବା ଓ ଏକ ବ୍ୟବସ୍ଥିତ ଉପାୟରେ କ୍ୟାରିୟର୍‌ ଆରମ୍ଭ ହୋଇଥିବାରୁ ସେ ନିଜକୁ ସୌଭାଗ୍ୟଶାଳୀ ଭାବନ୍ତି ।

Leave A Reply