Odisha news

୨୦୨୧ରୁ କାଗଜ ବୋତଲରେ ମଦ

0

କରୋନା ସମୟରେ ନୂଆ ନୂଆ ଉଦ୍ଭୁାବନ କରାଯାଉଛି । ଲକ୍‍ଡାଉନ୍‍ରେ ଚୋରାରେ ମଦବିକ୍ରି
ବି ଚର୍ଚ୍ଚାରେ ରହିଛି । ଏଣିକି ଏକ ଅନ୍ତର୍ରାଷ୍ଟ୍ରୀୟ ଆଲକହଲ୍‍ କମ୍ପାନୀ ମଦ ପ୍ୟାକିଂ ପାଇଁ କାଚ
ପରିବର୍ତ୍ତେ କାଗଜ ବୋତଲ ବ୍ୟବହାର କରିବ । ସବୁଠୁ ବଡ଼ ମଦ କମ୍ପାନୀ ମଧ୍ୟରେ ସାମିଲ ଡିୟାଜିଓ ତାର ଜନି ଓ୍ୱାକର ହ୍ୱିସ୍କିକୁ କାଗଜ ବଟଲ୍‍ରେ ପ୍ୟାକ୍‍ କ ରି ବ । ପ ଯ ର୍ ୍ୟା ବ ର ଣ କୁ ଧ୍ୟାନରେ ରଖି କମ୍ପାନୀ ଆସନ୍ତା ବର୍ଷ ଏହି ନୂଆ ପ୍ୟାକିଂ ଟ୍ରାଏଲ କରିବ । ପେପର୍‍ ବଟଲ୍‍ ତିଆରି ପାଇଁ କମ୍ପାନୀ ପଲ୍‍ପେକ୍ସ ନାମକ ଏକ ଫାର୍ମ କରିବାକୁ ଯାଉଛି ଯାହାୟୁନିଲିବର୍‍ ଓ ପେ«ିକୋ ଭଳି ବ୍ରାଣ୍ଡ୍‍ ପାଇଁ ମଧ୍ୟ କାଗଜ ବୋତଲ ତିଆରି କରିବ । ଏହି ପେପର୍‍ ବଟଲ୍‍ କାଠମଣ୍ଡ (ଉଡ୍‍ ପଲ)ରୁ ତିଆରି ହେବ ।

Nalco

Leave A Reply