Odisha news
Daily Archives

November 9, 2026

“ଡେଥ ଭ୍ୟାକାନ୍ସି”ର ଯୁଗ ଶେଷ: ୫ ଲକ୍ଷରୁ ଊଦ୍ଧ୍ୱର୍ ନୂତନ ହିତାଧିକାରୀ ପାଇବେ ଭତା: ଅନୀଲ ବିଶ୍ୱାଳ

 ବିଜେଡି ସରକାର ସମୟରେ ଯୋଗ୍ୟ ଗରିବ ବ୍ୟକ୍ତି ନିଜର ଭତା ପାଇବା ପାଇଁ ପଂଚାୟତ କିମ୍ବା ୱାର୍ଡରେ ଆଉ କାହାର ମୃତ୍ୟୁକୁ ଅପେକ୍ଷା କରିବାକୁ ପଡ଼ୁଥିଲା  ରାଜ୍ୟର ୫ ଲକ୍ଷ ୫ ହଜାର ୮୦୦ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ…
Read More...

ବିମୁଦ୍ରୀକରଣକୁ ପୂରିଲା ଦଶ ବର୍ଷ , ଆତଙ୍କବାଦ, ନକ୍ସଲବାଦର ସମାପ୍ତି ଓ ସୁଦୃଢ଼ ଅର୍ଥନୀତିକୁ ସମ୍ଭବ କରିଛି…

 ହାୱାଲା କାରବାରକୁ ପ୍ରଭାବିତ କରିଥିଲା ଏବଂ ପାକିସ୍ତାନରେ ଛପା ହୋଇଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ଉଚ୍ଚମାନର ଜାଲ୍ ନୋଟକୁ ତୁରନ୍ତ ଅଚଳ କରିଦେଇଥିଲା  ମାଓବାଦୀ ହିଂସା ସମାପ୍ତ ହୋଇଛି ଓ ଆତଙ୍କବାଦ ଘଟଣାରେ ୯୫…
Read More...

ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ ଥିଲା ବିଜେଡିର ପ୍ରାୟୋଜିତ କର୍ମୀ ସମାବେଶ : ବିରଂଚି ନାରାୟଣ…

 ପରିଚୟ ସଂକଟର ସମ୍ମୁଖୀନ ହୋଇଛି ବିଜେଡି  ଗଞ୍ଜାମ ଜିଲ୍ଲାରୁ ନିର୍ବାଚିତ ଏକମାତ୍ର ବିଜେଡି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦୀର୍ଘ ୧୦ ଦିନ ଧରି କୁଆଡ଼େ ଯାଇଥିଲେ ? ଭୁବନେଶ୍ୱର, ତା.୦୯/୧୧:…
Read More...

ନେତାଙ୍କ ନିଲମ୍ବନ ଓ କର୍ମୀଙ୍କ ଇସ୍ତଫା ପରେ ନୂଆ ପଦାଧିକାରୀଙ୍କ ଉପରେ ଗୁରୁଦାୟିତ୍ୱ, ନବୀନଙ୍କ ନିର୍ଦ୍ଦେଶରେ କେତେ…

ବାଲିଗୁଡ଼ା, ୯/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ଏକଦା ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ନିଜର ଦୃଢ଼ ରାଜନୈତିକ ଆଧିପତ୍ୟ ଜାହିର କରିଥିବା ବିଜୁ ଜନତା ଦଳ (ବିଜେଡି) ଏବେ ସାଂଗଠନିକ ଚ୍ୟାଲେଞ୍ଜର ସମ୍ମୁଖୀନ। ଦଳୀୟ ନେତାଙ୍କ…
Read More...

ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି, ୧୧ରେ ହେବ ବିଭିନ୍ନ କାର୍ଯ୍ୟକ୍ରମ

ବାଲିଗୁଡ଼ା, ୯/୧୧ :(ସଞ୍ଜୟ କୁମାର ପାଣିଗ୍ରାହୀ):  ବିଶିଷ୍ଟ ସମାଜସେବୀ, ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୧ତମ ଜୟନ୍ତୀ…
Read More...

ବାଲିଗୁଡ଼ାରେ ମା’ ଶ୍ୟାମା କାଳୀଙ୍କ ପୂଜା ମହୋତ୍ସବ :  ଦୀପଦାନ ସହ ପିତୃ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ବାଲିଗୁଡ଼ା, ୯/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ):  ପବିତ୍ର ଦୀପାବଳି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ ଶ୍ୟାମା କାଳୀଙ୍କ ପୂଜା ମହାଆଡ଼ମ୍ବର ଓ ଭକ୍ତିମୟ…
Read More...