Odisha news
Yearly Archives

2020

ଜମିଜମାକୁ ନେଇ ଆକ୍ରମଣରେ ବୃଦ୍ଧଙ୍କ ସମେତ ୪ ଆହତ

ତିହିଡି,୩୦/୧୨: ତିହିଡି ଥାନା ବାରସର ପଞ୍ଚାୟତ ଅଧିନ ନୂଆବନ୍ଧ ଗୋପାଳସାହି ଗାଁରେ ମଙ୍ଗଳବାର ସକାଳେ ଜମିଜମାକୁ ନେଇ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଏଥିରେ ଗଗନ ଦାସ ନାମକ ଜଣେ ବୃଦ୍ଧଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି…
Read More...

ଭିଡିଓ କନଫେରନ୍ସ ମାଧ୍ୟମରେ ପୀରହାଟ ଥାନା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ତିହିଡି,୩୦/୧୨: ତିହିଡି ବ୍ଲକ ଅଧିନ ନୂତନ ଥାନାର ମାନ୍ୟତା ପାଇଥିବା ପୀରହାଟ ଥାନା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥାନାକୁ ଉଦଘାଟନ କରିଥିଲେ ।…
Read More...

ରେଳ ଐତିହ୍ୟ ସଂଗ୍ରହାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ରେଳପଥର ମୁଖ୍ୟାଳୟ ନିକଟସ୍ଥ ରେଳବାଇ ଷ୍ଟାଡିୟମ ଠାରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ରେଳ…
Read More...

ସ୍ବାଭିମନ ଅଞ୍ଚଳରେ ପାଇଖାନା ଦୁର୍ନୀତି : କନିଷ୍ଠ ଯନ୍ତ୍ରୀ ନିଳମ୍ବିତ,ବିଡିଓଙ୍କ ପାଳି କେବେ ?

ମାଲକାନଗିରି !ତା:୩୦.୧୨.୨୦୨୦(ବିରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ) :  ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ସାତ ଶହ ପାଇଖା ନା ନିର୍ମାଣ କରାନଯାଇ ୮୪ ଲକ୍ଷ ଟଂକା ଫଲ୍ସ ବିଲ କରାଯାଇ ଆତ୍ମସାତ କରାଯାଇଥିବା…
Read More...

ମହିଳାଙ୍କୁ ହାଣି ହତ୍ୟା : ସ୍ୱାମୀ ଥାନାରେ ଅଟକ

ଠାକୁରମୁଣ୍ଡା ତା୩୦/୧୨ (  ଚକ୍ରଧର ଦାସ) ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ବେହେରା ସାହିରେ ଜଣେ ମହିଳା ଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ମହିଳାଙ୍କ…
Read More...

ଲାଞ୍ଚ ନେଇ କିରାଣୀ ଗିରଫ

ନୂଆପଡା ୩୦/୧୨ :  ନୂଆପଡା ଜିଲ୍ଲା ଖଡିଆଳ ସବରେଜିଷ୍ଟର ଅଫିସ ର କିରାଣି ସଂଜୟ କୁମାର ନାଏକ ଲାଚଂ ନେଉଥିବା ବେଳେ ଭିଜିଲାନ୍ସ ହାତ ରେ ଧରାପଡିଛନ୍ତି, ଖଡିଆଳ ଥାନା ସୁନାରିସିକୁଆଁ ଗାଁ ର ପରମେଶ୍ବର ବାରିକ ଙ୍କ ସ୍ତ୍ରୀ ଅଂଜୁ…
Read More...

ଦୁର୍ନୀତି ଓ ଅପାରଗତା ପାଇଁ ରାଜ୍ୟ ସରକାର ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ

ଭୁବନେଶ୍ବର: ରାଜ୍ୟ ସରକାର ବୁଧବାର ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଉକ୍ତ ୬ ଅଧିକାରୀଙ୍କୁ ଅବସର ଦିଆଯାଇଛି ବୋଲି ଜଣାପଡ଼ିଛି। ଅପାରଗତା ଓ ଅସାଧୁ ଅଧିକାରୀଙ୍କ ବିରୋଧରେ…
Read More...

ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟ ୩ ହଜାର କୋଟି ଟଙ୍କା ମଂଜୁର

ନୂଆଦିଲ୍ଲୀ: ପାରାଦୀପ ବନ୍ଦରକୁ ବିଶ୍ଵସ୍ତରୀୟ କରିବାକୁ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଇଛି। ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ଵସ୍ତରୀୟ ପାଇଁ  ୩ ହଜାର କୋଟି ଖର୍ଚ୍ଚ ହେବ। ଆଜି କେନ୍ଦ୍ର କ୍ୟାବିନେଟ୍‌ରେ…
Read More...

୬୦ କେଜି ୮୮୦ ଗ୍ରେଡ୍ (୯୦ୟୁଟିଏସ) ରେଲ୍ ପାଇଁ ଜେଏସପିଏଲ କୁ ଭାରତୀୟ ରେଳବାଇର “ନିୟମିତ ଯୋଗାଣକାରୀ” ମାନ୍ୟତା

ନୂଆଦିଲ୍ଲୀ 30/12/2020:  ଭାରତୀୟ ରେଳବାଇକୁ ୬୦ କେଜି ୮୮୦ ଗ୍ରେଡ୍ (୯୦ ୟୁଟିଏସ) ରେଲ୍ ଯୋଗାଇବା ପାଇଁ ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲି (ଜେଏସପିଏଲ) “ନିୟମିତ ଯୋଗାଣକାରୀ” ମାନ୍ୟତା…
Read More...

ଓଡିଶାର ଶେଷ ଯୋଗ୍ୟ ହିତାଧିକାରୀ ଘର ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବିଜେପି:ପୃଥ୍ୱୀରାଜ ହରିଚନ୍ଦନ

 ୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି  ରାଜ୍ୟସରକାର ବିନା ତର୍ଜମାରେ ଅପରିଣାମଦର୍ଶୀ ଭାବରେ ଯେଉଁ ନିଷ୍ପତି ନେଉଛନ୍ତି ତାହା ଅତ୍ୟନ୍ତ…
Read More...