Odisha news
Daily Archives

September 1, 2020

ଭାର୍ଗବୀ ନଦୀର ମୈାଜବେଗ ଠାରେ ଘଳିଆକୁ ନେଇ ଲୋକେ ଭୟଭିତ : ଜିଲ୍ଲାପାଳଙ୍କ ଘଳିଆ ସ୍ଥାନ ପରିଦର୍ଶନ

ପିପିଲି : ମହାନଦୀରେ ବନ୍ୟାଜଳ ରାଜ୍ୟରେ ବିଭିନ୍ନ ନଦୀ ଦେଇ ନିଷ୍କାସନ ହେଉଛି । ସେହୀପରୀ ପୁରୀ ଜିଲ୍ଲାର ପିପିଲି ଓ ଡେଲାଙ୍ଗ ବ୍ଲକ ଦେଇ ଦୟା ଓ ଭାର୍ଗବୀ ନଦୀ ରେ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ମୋଟ ଛୋଟବଡ ଘଳିଆ ୩୭ଟି…
Read More...

ଭଦ୍ରକ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ଆକଳନ : ୧୨୬ ପଞ୍ଚାୟତର ୬୧୮ ଗାଁ ଓ ୧୦ ଓ୍ୱାର୍ଡ ପ୍ରଭାବିତ

ଭଦ୍ରକ :ବୈତରଣୀ ନଦୀ ଯୋଗୁଁ ଭଦ୍ରକ ଜିଲ୍ଳାରେ ଘଟିଥିବା କ୍ଷୟକ୍ଷତିର ପ୍ରାକ୍‍ ଆକଳନ ରିପୋର୍ଟ ପ୍ରସ୍ତୁତ କରିଛି ଜିଲ୍ଳା ପ୍ରଶାସନ । ବନ୍ୟା ଯୋଗୁ ଭଦ୍ରକ ଜିଲ୍ଳାର ୭ଟି ବ୍ଲକ ଓ ୪ଟି ପୌରପାଳିକାର ବ୍ୟାପକ କ୍ଷତି ଘଟିଛି ।…
Read More...

ଭଦ୍ରକ : ପୁଣି ୪୭ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୬୩୩

ଭଦ୍ରକ :ଜିଲ୍ଲାରୁ ଆଉ ନୂତନ ଭାବେ ୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୬୩୩ ହୋଇଛି । ସେଥି ମଧ୍ୟରୁ ୧୯୦୪ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଯେତେବେଳେ କି ୭୨୧ଜଣ…
Read More...

ବ୍ରିଜ ନିର୍ମାଣର ଦୁଇ ବର୍ଷ ନପୁରୁଣୁ ଭାଙ୍ଗିଲା, ଲୋକେ ଆତଙ୍କିତ ମାରାତି ଓ ତଦନ୍ତ ପାଇଁ ଦାବୀ

ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ କିରିକୁଟୀ ପଂଚାୟତର ଥିବା ବୁରାଙ୍ଗିଆ ଗ୍ରାମରେ ଥିବା ନଦୀର ଉପରେ ଗତ ପ୍ରାୟ ୨ ବର୍ଷ ହେଲା ଏକ ବ୍ରିଜ ନିର୍ମାଣ କରାଯାଇଛି । ସେଠାର ଲୋକେ…
Read More...

ଅର୍ଥାଭାବରୁ ହୋଇ ପାରୁନାହିଁ ପାଗଳ ପୁଅର ଚିକିତ୍ସା

ଫୁଲବାଣୀ (ସନ୍ତୋଷ ମିଶ୍ର ):  ଅର୍ଥାଭାବରୁ ହୋଇ ପାରୁନାହିଁ ପାଗଳ ପୁଅର ଚିକିତ୍ସା । କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣଗୁଡ଼ା ପଂଚାୟତ ୩ ନମ୍ବର ୱାର୍ଡ଼ର ଚଂଚଳା ସାହିରେ ରହୁଥିବା ଗରୀବ ବୃଦ୍ଧା କସ୍ତୁରୀ ପ୍ରଧାନ…
Read More...

ରାଇକିଆ ଥାନା ଅଂଚଳରୁ ବିପୁଳ ମହୁଲ ଜବତ ୨ ଗିରଫ

ଫୁଲବାଣୀ (ସନ୍ତୋଷ ମିଶ୍ର ): ଆଜି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସ ଏକ ଅଟୋରୁ ବିପୁଳ ପରିମାଣର ମହୁଲ ଚାଲାଣ ବେଳେ ଜବତ କରିଛି । ଆଜି ପୋଲିସ ପେଟୋ୍ରଲିଙ୍ଗ ବେଳେ ଗୋଟିଏ ଅଟୋରେ ବସ୍ତାରେ ଭରା ହୋଇଥିବା ମହୁଲକୁ…
Read More...

କନ୍ଧମାଳ ଜିଲ୍ଲାରେ ୧୭ କରୋନା ପଜିଟିଭ ଚିହ୍ନଟ : ମୋଟ ୨୨୦୩ , ୩ ଜଣଙ୍କର ମୃତୁ୍ୟ

ଫୁଲବାଣୀ (ସନ୍ତୋଷ ମିଶ୍ର ): ଆଜି କନ୍ଧମାଳ ଜିଲ୍ଲାରେ ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଶିାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୦୩ରେ ପହଂଚିଛି । ତେବେ ସେମାନଙ୍କ ମଧ୍ୟରୁ ୧୭୮୦ ଜଣ…
Read More...

ଦରଖୋଳି ହାଇସ୍କୁଲର ପ୍ରଧାନ ଶିକ୍ଷକ ନିଯୁକ୍ତିକୁ ନେଇ ଧାରଣା,ରାଜନୈତିକ ପଶାପାଲିରେ ଶିକ୍ଷାନୁଷ୍ଠାନ

ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ପାହାଡ ପାଦଦେଶରେ ଅବସ୍ଥିତ ବହୁପୁରାତନ ଦରଖୋଳି ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିଯୁକ୍ତିକୁ ନେଇ ପରିଚାଳନା କମିଟି ଓ ଅବିଭାବକମାନେ ସ୍କୁଲଗେଟ ସମ୍ମୁଖରେ ଧାରଣାରେ ବସିଥିଲେ ।…
Read More...

ଖାଳଯୋଡିରୁ ଜଳ ଓ ଆବର୍ଜନା ନିଷ୍କାସନ ଲାଗି ତହସିଲ ସମ୍ମୁଖରେ ବିକ୍ଷୋଭ

ଜଳେଶ୍ୱର ; ଉତ୍ତର ବାଲେଶ୍ୱରର ପ୍ରମୁଖ ଅଞ୍ଚଳ ଜଳେଶ୍ୱର, ଉତ୍ତର ଭୋଗରାଇ ଓ ପଶ୍ଚିମ ବଂଗ ଅଞ୍ଚଳର ଉଦ୍ବୃତ୍ତ ବର୍ଷାପାଣି ଖାଳ ଯୋଡି ନାଳ ଯୋଗେ ସୁବର୍ଣ୍ଣରେଖା ନଦୀକୁ ପ୍ରବାହିତ ହୋଇଥାଏ । ମୋହନପୁର ଥାନା ଇଲାକାରୁ ସୃଷ୍ଟ…
Read More...

ସୁବର୍ଣ୍ଣରେଖାର ଶିଖରପୁର ସେତୁ ଉପରୁ ବାଲି ସଫା କଲେ କତିପୟ ଯୁବକ

ଜଳେଶ୍ୱର : ଶିଖରପୁର, ଭାନୁପୁର ଅଞ୍ଚଳରୁ ବାଲି ବ୍ୟବସାୟୀମାନେ ବ୍ୟାପକ ବାଲି ବିକ୍ରି କରୁଥିବା ବେଳେ ବେଧଡକ ପରିବହନ ଯୋଗୁଁ ସୁବର୍ଣ୍ଣରେଖାର ଶିଖରପୁର ସେତୁ ଉପରେ ବହଳେ ଉଚ୍ଚର ବାଲି ଜମା ହୋଇଥିଲା । ଫଳରେ ବର୍ଷା ହେଲେ…
Read More...