Odisha news
Yearly Archives

2018

ଆଇିସିସି ର୍ୟାଙ୍କିଙ୍ଗ୍‌ : ବିରାଟ, ରବାଡା ଶୀର୍ଷ

ନୂଆଦିଲ୍ଲୀ: ନୂତନ ବର୍ଷ ଆରମ୍ଭ ହେବାର ଦିନକ ପୂର୍ବରୁ ଅର୍ଥାତ୍‌ ସୋମବାର ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଡା ଯଥାକ୍ରମେ…
Read More...

ଦଳଗତରେ ଓଡ଼ିଶାକୁ ରୌପ୍ୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱାଦଶ ଉପକନିଷ୍ଠ ଜାତୀୟ ସଫଫ ଟେନିସ୍‌ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି । ଏଥିରେ ଓଡ଼ିଶା ଦଳଗତ ରୌପ୍ୟ ପଦକ ହାସଲ କରିଛି । ଏହି ପ୍ରତିଯୋଗିତାରେ ବିହାର ଦଳ…
Read More...

ଅନ୍ତର୍ଜାତୀୟ ଓପନ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୧୨ ପଦକ

କଟକ: କୋରିଆନ୍‌ ତାଏକୋଣ୍ଡୋ ମାଷ୍ଟର ଆସୋସିଏସନ୍‌ ଏବଂ ଜିଓଙ୍ଗ୍‌ ତାଏକୋଣ୍ଡୋ ଏକାଡେମୀ ଆନୁକୂଲ୍ୟରେ କୋଲକାତାର ଘୁଜିରାମ ଅନୁଶୀଳନ କେନ୍ଦ୍ରରେ ଅନୁଷ୍ଠିତ ତୃତୀୟ ଓପନ୍‌ ଅନ୍ତର୍ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିିତାରେ ଓଡ଼ିଶା…
Read More...

ପୁନିତଙ୍କ ତ୍ରିଶତକ, ମେଘାଳୟ ୫୫୫/୩

ଭୁବନେଶ୍ୱର: କିଟ୍‌ ଷ୍ଟାଡିୟମରେ ମେଘାଳୟର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ରଣଜୀ ଟ୍ରଫି ପ୍ଲେଟ ଗ୍ରୁପର ଏକ ମ୍ୟାଚରେ ସିକିମ୍‌ ପ୍ରଥମ ଇନିଂସରେ ୨୧୯ରନ୍‌ କରିଥିବା ବେଳେ ମେଘାଳୟ ୧୧୭ ଓଭରରେ ୩ ୱିକେଟ୍‌ ହରାଇ ୫୫୫…
Read More...

ରଣଜୀ ଟMର : ସଭିସେସ୍‌ ଇନିଂସ୍‌ ଅଗ୍ରଣୀ

ଭୁବନେଶ୍ୱର: ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ-ସି’ ଓଡ଼ିଶା ବିପକ୍ଷ ମ୍ୟାଚରେ ସଭିସେସ୍‌ ପ୍ରଥମ ଇନିଂସ୍‌ ଅଗ୍ରଣୀ ହାସଲ କରିଛି । ପ୍ରଥମ ଇନିଂସରେ ଓଡ଼ିଶା ୧୭୭ରନ୍‌ କରିଥିବା ବେଳେ ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ…
Read More...

ଗଜପତିଙ୍କୁ ବିଜୟଙ୍କ ଟାର୍ଗେଟ୍

ଭୁବନେଶ୍ୱର, ୩୧ ଡିସେମ୍ବର - ପୁରୀର ଗଜପତି ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହେଁ । ଗଜପତି ଭୁଲିବା କଥା ନୁହେଁ ଯେ ସେ ହେଉଛନ୍ତି ପରି·ଳନା କମିଟିର ଅଧ୍ୟକ୍ଷ ଓ ଜଗନ୍ନାଥଙ୍କ ଅ ।ଦ୍ୟ ସେବକ । ତାଙ୍କର ମଧ୍ୟ…
Read More...

ବିୟର ବୋତଲ ଧରି ଟିମ୍‌ ବସରୁ ଓହ୍ଲାଇଲେ ଶାସ୍ତ୍ରୀ

ମେଲବୋର୍ଣ୍ଣ: ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାରନାମା ପୁଣି ଚର୍ଚ୍ଚାକୁ ଆସିଛି । ଟିମ୍‌ ବସ୍‌ରୁ ଓହ୍ଲାଇବା ବେଳେ ହାତରେ ବିୟର ବୋତଲ ଧରିଥିଲେ । ଏହି ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ମଧ୍ୟ…
Read More...

ଛତିଶଗଡ ଓଡିଶାକୁ ମହାନଦୀ ପାଣିରୁ ବଂଚିତ କରି ପାରିବନି : ନରସିଂହ ମିଶ୍ର

ଭୁବନେଶ୍ୱର, ୩୧ ଡିସେମ୍ବର - ମହାନଦୀର ଜଳ ଛତିଶଗଡ ସମେତ ଓଡିଶାରେ ମଧ୍ୟ ପ୍ରବାହିତ ହେଉଛି । ସେ ପାଣି ଉପରେ ଓଡିଶାର ମଧ୍ୟ ଅଧିକାର ରହିଛି । ପ୍ରକୃତି ଦେଇଥିବା ଏହି ଜଳ ଉପରେ ଉଭୟ ରାଜ୍ୟର ଅଧିକାର ରହିଛି । ଏହି ଅଧିକାରରୁ…
Read More...

ବାପା ହେଲେ ରୋହିତ

ମୁମ୍ବାଇ: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ପାଇଁ ୨୦୧୮ ବେଶ ସ୍ମରଣୀୟ ହୋଇ ରହିବ । ରବିବାର ଦଳ ମେଲବୋର୍ଣ୍ଣରେ ବିଜୟ ଧ୍ୱଜା ଉଡାଇଥିବା ବେଳେ ରୋହିତ ବାପା ହେବାର ସୁଖଦ ଅନୁଭୂତି ସାଉଁଟିଛନ୍ତି । ମେଲବୋର୍ଣ୍ଣ…
Read More...

କାଳିଆ ଯୋଜନାର ଲୋଗୋ, ହେଲପଲାଇନ୍ , ୱେବସାଇଟ୍ ଉନ୍ମୋଚିତ

ଭୁବନେଶ୍ୱର, ୩୧ ଡିସେମ୍ବର - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଲୋଗୋ , ହେଲପ ଲାଇନ୍ ନମ୍ବର , ୱେବସାଇଟ୍ ଓ କାଳିଆ ବାର୍ତାର ଉନ୍ମୋଚନ କରିଛନ୍ତି । କାଳିଆ ଯୋଜନା ବିଷୟରେ ସୂଚନା ଓ ଅଭିଯୋଗ ପଂଜୀକରଣ…
Read More...