ପୋଲସରା (ରଂଜୟପାଣିଗ୍ରାହୀ) କୋରନା ମହାମାରୀ ଦେଶ ତଥା ରାଜ୍ୟ ସରକାର ଙ୍କୁ ବହୁତ କିଛି ହରାଇ ଥିବାବେଳେ ଲୋକ ମାନଙ୍କ ମେରୁଦଣ୍ଡ ଓ ରୋଜଗାର ବହୁତ ପରିମାଣରେ ଦୃବଲ ହୋଇଯାଇଛି।ତେଣୁ କେନ୍ଦ୍ରସରକାର ଓରାଜ୍ୟସରକର ସମସ୍ତେ ମିଶି କିଭଳି କରୋନା ସମାଜରୁ ମୁକ୍ତ କରିବା ସହ କେନ୍ଦ୍ର ସରକାର ରାଜ୍ୟ କୁ ଦେଇଥିବା ଭିକସିନୀ କୁ ଲୋକ ମାନଙ୍କ ମଧ୍ୟରେ ଠିକ ଭାବେ ଯୋଗ ଇ ଦିଆଯିବ ।ତାହାକୁ ନେଇ ଆଜି ପୋଲସରା ବ୍ଲକ ତରଫରୁ ବିଡ଼ିଓ କାଯ୍ୟଳୟ ଠାରେ ବିଡ଼ିଓ ଉପସ୍ଥିତି ରେ ବ୍ଲକ ରେ ସମସ୍ତ ବିଭାଗ ର ଅଧି କାରୀ ଥଥା ପୋଲସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକରିଗଣ ,ପସୁବିବଗର ଅଧିକାରୀ ,ଗୋଷ୍ଟି ଶିକ୍ଷା ଅଧିକାରୀ ,ସମନ୍ୱିତ ଶିଶୁ ବିକାଶ ଅଡିକରିଣୀ ,ପଂଚାୟତ ବିଭାଗର ସମସ୍ତ କାର୍ଯ୍ୟ କର୍ତା ଙ୍କ ସହ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତା
ଉପସ୍ଥିତ ରହି କିଭଳି ସମସ୍ତଙ୍କ ପାଖକୁ ପହଂଚାଯାଇପାରିବ ସେ ଉପରେ ଆଲୋକ ପାତ ବିଡ଼ିଓ ଶମ୍ଭୁନାଥ ନନ୍ଦି ଆଲୋଚନା କରିବା ସହ କିଭଳି ବବିଶୁଙ୍ଖଳା ନହେବ ତାହା ଉପରେ ଆଲୋକ ପାତ କରିଥିଲେ।