Odisha news

WHO ମୁଖ୍ୟଙ୍କ ସୂଚନା : ଯେତେବଳେ ଦୁନିଆ ଚାହିଁବ ସେତେବେଳେ ସମାପ୍ତ ହେବ କରୋନା

ନୂଆଦିଲ୍ଲୀ : ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ମୁଖ୍ୟ ଅଧାନୋମ ଘେବ୍ରେୟେଶସ୍ କହିଛନ୍ତି କି କରୋନା ସେତେବେଳେ ସମାପ୍ତ ହେବ ଯେତେବେଳେ ବିଶ୍ଵ ଚାହିଁବ । ଏହା ଆମ ହାତରେ ରହିଛି , ଆମ ନିକଟରେ ସମସ୍ତ ଆବଶ୍ୟକୀୟ ଉପକରଣ ରହିଛି । କେବଳ ଆମେ ଟେଷ୍ଟିଂ କରି ଚିକିତ୍ସା ଦ୍ଵାରା ଠିକ୍ କରି ପାରିବା ।

ସେ କହିଛନ୍ତି ଗତ ସପ୍ତାହରେ WHO ପାଖାପାଖି ୪୦ ଲକ୍ଷ କରୋନା କେସ ବିଷୟରେ ତଥ୍ୟ ପ୍ରଦାନ କରିଥିଲା । ଗତ ୪ ସପ୍ତାହ ମଧ୍ୟରେ WHO ନିକଟରେ ଥିବା ତଥ୍ୟ ଅନୁସାରେ କୋଭିଡ ୧୯ ସଂକ୍ରମଣ ସଂଖ୍ୟା ୮୦% ବୃଦ୍ଧି ପାଇଛି ।

ବର୍ତ୍ତମାନ୍ ବିଶ୍ବରେ ଅଧିକ ଡେଲ୍ଟା ଭାରିଏଣ୍ଟ ଅଧିକାଂଶ ଦେଶରେ ଦେଖିବାକୁ ମିଳୁଛି । ମିଳିଥିବା ସୂଚନା ଅନୁସାରେ ଚଳିତ ଥର ଭାରତରେ ଦ୍ଵିତୀୟ ଲହରରେ ମଧ୍ୟ ଅଧିକ ଡେଲ୍ଟା ଭାରୀଏଣ୍ଟ ଦେଖିବାକୁ ମିଳିଥିଲା । ଯାହା ଅନେକ ଅସୁବିଧାର କାରଣ ଅଟେ । WHO କହିଛି ଯେ ବର୍ତ୍ତମାନ୍ ପର୍ଯ୍ୟନ୍ତ କରୋନା ତାର ରୂପ ବାଦଳାଉଛି । ବର୍ତ୍ତମାନ୍ ସୁଧା ୪ଟି ଭା…

Nalco

Comments are closed.