Odisha news

ହାଇ ୟୂରୀକ୍ ଏସିଡ କୁ ଦୂର କରିଥାଏ, ଏହିସବୁ ଘରୋଇ ଉପାୟ

0
ଆଜିକାଲି ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆମେ ୟୂରିକ୍ ଏସିଡ ରେ ପୀଡିତ ରହୁଛୁ । ୟୁରୀକ୍ ଏସିଡ ୧୦ ଜଣଙ୍କ ରୁ ୮ ଜଣଙ୍କ ନିକଟରେ ୟୁରୀକ ଏସିଡ ଦେଖା ଯାଇଥାଏ । ଶରୀରରେ ୟୂରିକ ଏସିଡ ମାତ୍ରା ବଢିବା ଦ୍ଵାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା , ଅର୍ଥରାଇଟିସ ପ୍ରଭୃତି ସମସ୍ୟା ଦେଖା ଦେଇଥାଏ ।
ୟୂରୀକ ଏସିଡ ବଢିବାର କାରଣ –
ଅତ୍ୟଧିକ ମଦ୍ୟପାନ
ଥାଇରଏଡ଼
ଅତ୍ୟଧିକ ମୋଟାପା
ପାଣି ନ ପିିଇବା
କିଡନୀ ଠିକ୍ ଭାବରେ କାର୍ଯ୍ୟ ନ କରିବା
ଲକ୍ଷଣ –
ଆଣ୍ଠୁ ଗଣ୍ଠି ଯନ୍ତ୍ରଣା
ଠିକ୍ ଭାବରେ ଉଠି ବସି ନ ପାରିବା
ଗଣ୍ଠି ଫୁଲିବା
ସୁଗାର୍ ଲେବଲ୍ ବଢିବା
ୟୁରିକ ଏସିଡ ର ଘରୋଇ ଉପଚାର
* ସକାଳୁ ଖାଲି ପେଟରେ ଉଷୁମ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ପିଇବା ଦ୍ଵାରା ୟୂରୀକ୍ ଏସିଡ କମି ଥାଏ ।
* ଖାଲି ପେଟରେ ଗୋଟିଏ ଗ୍ଲାସ୍ ପାଣିରେ ଗୋଟିଏ ଚାମଚ୍ ଅପେଲ୍ ସାଇଡର ଭିନେଗର୍ ମିଶାଇ ପିଅନ୍ତୁ । ଏହାଦ୍ବାରା ଶରୀରକୁ ଅନେକ ପ୍ରକାରର ଭିଟାମିନ , ଏଞ୍ଜାଇମ୍ ଓ ପ୍ରୋଟିନ ଭଳି ପୋଷାକ ତତ୍ତ୍ଵ ମିଳିଥାଏ । ଯେଉଁ କାରଣରୁ ୟୁରିକ ଏସିଡ ନିୟନ୍ତ୍ରିତ ରୁହେ ।
Nalco
Leave A Reply