Odisha news

ଟ୍ରମ୍ପ ଙ୍କର ଆଫଗାନିସ୍ତାନ ପ୍ରୀତି , କାରଣ ଜାଣିଲେ ହୋଇଯିବିବ ଆଶ୍ଚର୍ଯ୍ୟ

0

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗୁରୁବାର ଦିନ କହିଛନ୍ତି ଆମେରିକା ଆଫଗାନିସ୍ତାନ ରେ ବଡଗାମ ଏୟାର ବେଶ କୁ ନିଜ ହାତକୁ ନେବାକୁ ଚାହୁଁଚି, ଟ୍ରମ୍ପ ଙ୍କର ଏହି କଥାରୁ ନିର୍ଦେଶ ମିଳୁଛି ଯେ ଆମେରିକା ସୈନ୍ୟ ଦକ୍ଷିଣ ଏସିଆ ଦେଶ ତାଲିବାନ ଅଧିକୃତ ଆଫଗାନିସ୍ତାନ କୁ ପୁନର୍ବାର ଫେରିବାକୁ ଚାହୁଁଛନ୍ତି l ସଂଯୁକ୍ତ ରାଜ୍ୟ ଆମେରିକା ନିଜ ସୈନ୍ୟ ମାନଙ୍କୁ ସେଠାରୁ ନେଇଯିବା ପରେ ବିମାନ ବାଣ୍ଡର ଉପରେ ନିୟନ୍ତ୍ରଣ ଛାଡି ଦେଇଥିଲା l

ଆମେରିକା ରାଷ୍ଟ୍ରପତି ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟର୍ମର ଙ୍କ ସହିତ ଗୋଟିଏ ସମ୍ବାଦ ସମିଳନୀ ରେ କହିଛନ୍ତି ଯେ ଆମେ ଏହାକୁ ପାଇବାକୁ ଚେଷ୍ଟା କରୁଚୁ l ଆମେରିକା କହିଛି ସେ ନିଜ ନିକଟତର ପ୍ରତିଦ୍ବନ୍ଦୀ ଚୀନ କାରଣରୁ ଫେରିପାଇବାକୁ ଚାହୁଁଚି l ଆମେ ଏଥିପାଇଁ ଏହାକୁ ଚାହୁଁଚୁ କାହିଁକି ନା ଏଠାରୁ ମାତ୍ର ଗୋଟିଏ ଘଣ୍ଟା ଦୂରତ୍ୱ ରେ ରହିଛି ଯେଉଁଠି ଚୀନ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରୁଛି l

ସୂଚନା ଯୋଗ୍ୟ ଯେ ଟ୍ରମ୍ପ ଙ୍କର ପ୍ରଥମ କାର୍ଯ୍ୟକାଳ ସମୟ ରେ ସ୍ଥିର ହୋଇଥିଲା l ଟ୍ରମ୍ପ ଙ୍କ ଶାସନ ସମୟ ରେ ଆମେରିକା ସୈନ୍ୟ ପ୍ରତ୍ୟାହାର କରିଥିଲେ ସୁଧା ନିଜ ପାଖରେ ଆମେରିକା ବଡଗାମ ଏୟାର ବେଶ କୁ ରଖିବାକୁ ଚାହୁଁଥିଲା l ଯାହାକୁ ମାଗଣାରେ ଆଫଗାନିସ୍ତାନ ଅଧିକାର କରିଛି l ଏଥିରୁ ସ୍ପଷ୍ଟ ହେଉଛି ଯେ ଆମେରିକା ପୁଣି ଥରେ ଦାଦାଗିରି ଦେଖାଇବାକୁ ପଛାଇବ ନାହିଁ l

Leave A Reply