ମେଷ: ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।
ବୃଷ: ସାମାଜିକ ଜୀବନ ଭଲ ରହିବ। ବ୍ୟବସାୟ ଆରମ୍ଭ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ପାଠପଢ଼ାରେ କୌଣସି ସହାୟତା ମିଳିବ।
ମିଥୁନ: ମହତ୍ବାକା˚କ୍ଷା ପୂରଣ ଦିଗରେ ଅଗ୍ରସର ହେବେ। ସବୁ କାମ ସହଜରେ ପୂରା ହେବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ।
କର୍କଟ: ମନରେ ଧାର୍ମିକ ଭାବନା ଉଦୟ ହେବ। ସାର୍ବଜନିକ କାର୍ଯ୍ୟରେ ଯୋଗଦାନ କରିବେ। ଚାକିରିଜୀବୀଙ୍କୁ ଭଲ ଖବର ମିଳିପାରେ।
ସି˚ହ: ଦେବୀମାତାଙ୍କୁ ସ୍ମରଣ କରନ୍ତୁ, ସ˚କଟ ଦୂର ହେବ। କାରବାରରେ କିଛି ଲୋକ ସହାୟକ ହେବେ। ବାହନ କିଣିବା ଲାଗି ମନ ବଳିବ।
କନ୍ୟା: ପୁରୁଣା ବନ୍ଧୁଙ୍କ ସହିତ ବାର୍ତ୍ତାଳାପ ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ସରକାରୀ ଚାକିରିଜୀବୀଙ୍କୁ ଲାଭ ମିଳିବ।
ତୁଳା: ସାମାଜିକ କାର୍ଯ୍ୟରେ ଅ˚ଶଗ୍ରହଣ କରିବେ। ବଡ଼ କ˚ପାନି ସହିତ ଚୁକ୍ତିର ସୁଯୋଗ ମିଳିପାରେ। ପ୍ରେମରେ ସଫଳତା ମିଳିବ।
ବିଛା: କୌଣସି କାମରେ ଅଧିକ ଧନଲାଭ ହେବ। କଳାକାରଙ୍କୁ ଲୋକପ୍ରିୟତା ହାସଲ ହେବ। ପ୍ରେମ ପ୍ରସଙ୍ଗରେ ଖୁବ୍ ଆନନ୍ଦ ପାଇବେ।
ଧନୁ: ନୂଆ କାମ କରିବାର ଥିଲେ, ବରିଷ୍ଠଙ୍କ ଅନୁମତି ନେଇ କରନ୍ତୁ। ପରିବାରର ସ୍ଥିତି ଭଲ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମକର: ଆପଣଙ୍କର କାମ ସହଜରେ ପୂରା ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ସପରିବାର ଠାକୁରଙ୍କୁ ପୂଜାର୍ଚ୍ଚନା କରିବେ।
କୁମ୍ଭ: ନିରନ୍ତର ପ୍ରୟାସରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସୁଧୁରିବ। କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ମୀନ: ଆଧୢାତ୍ମିକ ଚିନ୍ତାରେ ଅଧିକ ସମୟ ବିତିବ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଘରେ ସମସ୍ତଙ୍କ ସହିତ ଉତ୍ତମ ବୁଝାମଣା ରହିବ।