ଭୁବନେଶ୍ୱର:ରାଜ୍ୟରେ ଆଉ ୧୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ୧୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
COVID-19 REPORT FOR 7th JUNE
New cases: 138
In quarantine: 125
Local contacts: 13(Details of local contacts will be shared by concerned District Administration)
District wise Cases
1. Jajpur: 6
2. Khordha: 13
3. Raygada: 1
4. Mayurbhanj: 6
5. Nayagarh: 3
6. Dhenkanal: 3
ସେହିପରି ରାୟଗଡ଼ା, ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରବଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୯୪ରେ ପହଞ୍ଚିଲା। ଏମାନଙ୍କ ମଧ୍ୟରୁ ୧୮୯୪ ସୁସ୍ଥ ହୋଇଥିବାବେଳେ ୧୦୯୮ ଆକ୍ଟିଭ କେଶ ରହିଛି ଓ ୯ଜଣଙ୍କ ମୃତ୍ୟୁ ହୋଇଛି।