Odisha news

ଟେକ୍ ମହିନ୍ଦ୍ରାର ମୈତ୍ରୀ ବିହାର ଅଫିସ୍ ସିଲ୍

0

ଭୁବନେଶ୍ୱର, ୦୭ ଜୁଲାଇ – ଭୁବନେଶ୍ୱର ମୈତ୍ରୀ ବିହାର ଠାରେ ଥିବା ଟେକ୍ ମହିନ୍ଦ୍ରାର ଅଫିସକୁ ସିଲ୍ କରିଛି ବିଏମସି । ତିନି ଦିନ ଭିତରେ ଏହି ଅଫିସ୍ ର ୭ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଫିସକୁ ସିଲ୍ ହୋଇଛି ।  ଏହାସହ ଅଫିସ୍ ର ସମସ୍ତ କର୍ମଚାରୀଙ୍କୁ ୨୦ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଂଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମ୍‌ସି ପକ୍ଷରୁ ଟେକ୍ ମହିନ୍ଦ୍ରାର ସମସ୍ତ ୬୭ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବାକୁ ନିଷ୍ପତି ହୋଇଛି ।

Nalco
Leave A Reply