Odisha news

ତାଳଚେର ରାଇଫଲ୍ କ୍ଲବ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ନ୍ଧନା

0

ତାଳଚେର ତା ୧୧/୦୬ ନୂତନଭାବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିବା ଶିଳ୍ପଶକ୍ତି ଏମ୍‌.ଏସ୍‌.ଏସ୍‌.ଇ ରାଷ୍ଟ୍ରମନ୍ତ୍ରୀ  ପ୍ରତାପ କେଶରୀ ଦେବ୍‌ଙ୍କୁ ତାଳଚେର ରାଇଫଲ କ୍ଲବ ପକ୍ଷରୁ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଉପଢ଼ୌକନ ସହ ମେମୋଂଟୋ ପ୍ରଦାନ କରି ସମ୍ବର୍ନ୍ଧିତ କରିଥିଲେ । ଅନୁଗୋଳ ସର୍କିଟ୍‌ହାଉସ୍ ଠାରେ ରାଇଫଲ କ୍ଲବ ଯୁଗ୍ମସମ୍ପାଦକ ଶରତ ଦେବ୍ କାର୍ଯ୍ୟକାରୀ ସଦସ୍ୟ ପୁଷ୍ପେନ୍ଦ୍ର ଚନ୍ଦ୍ର ଦେବ୍‌, ତାଳଚେର ବିଧାୟକ ତଥା ରାଇଫଲ କ୍ଲବର ସ୍ଥାୟୀ ସଦସ୍ୟ ବ୍ରଜକିଶୋର ପ୍ରଧାନଙ୍କ ସମେତ ଭୂବନେଶ୍ୱର ସାମନ୍ତ, ଶୁଭକାନ୍ତ ଦାସ, ଜିତେନ୍ଦ୍ର ସାମନ୍ତ, ସଞ୍ଜିବ୍ କୁମାର ପଟ୍ଟନାୟକ ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ସମ୍ବର୍ନ୍ଧନ ଜ୍ଞାପନ କରିଥିଲେ ।

Nalco
Leave A Reply