ଶିବରାଜ ସିଂଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ : ୨୮ନୂଆ ମନ୍ତ୍ରୀଙ୍କର ଶପଥ ଗ୍ରହଣ
ମଧ୍ୟପ୍ରଦେଶ : ଆଜି ମଧ୍ୟ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଗଲା l ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲ ରାଜଭବନରେ ସମୁଦାୟ ୨୮ ଜଣ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ l…
Read More...
Read More...