ଚିଟଫଣ୍ଡ ଠକେଇ: ୩କୋଟିରୁ ଉଦ୍ଧ୍ୱର୍ ଟଙ୍କା ଗାଏବ୍, ଅଭିଯୁକ୍ତ ଫେରାର
ଭୋଗରାଇ : ଏବେବି ଚିଟଫଣ୍ଡ ସଂସ୍ଥା ସକ୍ରୀୟ ରହିଛି । ଲୋକମାନଙ୍କୁ ଲୋଭନୀୟ ପ୍ରତିଶୃତି ଦେଇ ସେମାନଙ୍କ ଟଙ୍କା ୨ଗୁଣା କରାଇଦେବା କହି ବହୁ ସଂସ୍ଥା ଏବେବି ଲୁଟ୍ କରି ଚାଲିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଭୋଗରାଇ ଥାନା…
Read More...
Read More...