ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ରାଜ୍ୟ ମହିଳା ବିଜେଡି ସଂପାଦିକା
ବନ୍ତ : କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ସୋମବାର ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଆଦିବାସୀ ସାହିରେ ଅସହାୟ ଲୋକ ମାନଙ୍କୁ ରାଜ୍ୟ ମହିଳା ବିଜେଡି ସଂପାଦିକା ସୁଜାତା ଜେନାଙ୍କ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।…
Read More...
Read More...