ରାଜ୍ୟ ଚକା ଫାଟି ବସ ଓଲଟିଲା,୭ ଆହତ Jan 24, 2020 0 ଜଗତସିଂହପୁର: ତିର୍ତ୍ତୋଲ ଥାନା ସଅଁରା ଛକ ଠାରେ ଯାତ୍ରୀବାହୀ ବସ ଗରୁଡ ଓଲଟି ୭ ଜଣ ଲୋକ ଆହତ ହୋଇଛନ୍ତି ।ବସଟି କଟକରୁ ବାହରି ଜଗତସିଂହପୁର ଦେଇ କନକପୁର ସ୍ଥିତ ମା ଶାରଳା ପୀଠ ଯାଉଥିଲା ।ବସର ଡାହାଣ ପଟ ଆଗ ଚକା ଫାଟି… Read More...