କରୋନା କୁ ମୁକାବିଲା କରିବା ପାଇଁ ଭୁବନ ବ୍ଲକରୁ ସି.ଏମ ଫଣ୍ଡ କୁ ୫.୯୧ଲକ୍ଷ ପ୍ରଦାନ
ଭୁବନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ ଙ୍କ ଉଦ୍ୟମ କ୍ରମେ ଭାଗୀରଥି ସାହୁ ଙ୍କ ସଂଯୋଜନା ଓ ବାବୁଲି ସାମଲଙ୍କ ସହ ସଂଯୋଜନାରେ ଅପ୍ରେଲ ୧ ତାରିଖ ଠାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହ ଯୋଗ ରାଶି ସଂଗ୍ରହ କରାଯାଇଥିଲା ।…
Read More...
Read More...