ସୋର, : ସୋର ଥାନା ଅଧୀନ ଅଂଜି ଛକରେ ଆଜି ସଂଧ୍ୟାରେ ଏକ ପିକ୍ଅପ୍ ଧକ୍କ୍ାରେ ଜଣେ ଔଷଧ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି । ପୁରୁଣା ବାଳେଶ୍ୱର ଅଂଚଳର ବଳଭଦ୍ର ଶିପଥୀ(୫୦) ଅନନ୍ତପୁର ଅଂଚଳରୁ ଔଷଧ ବ୍ୟବସାୟ କାମ ସାରି ବାଲେଶ୍ୱରକୁ େ‘ରୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ପିକ୍ଅପ୍ ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବଳଭଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ସୋର ପୁଲିସ ପିକ୍ ଅପ୍ ଜବତ କରି ଘଟଣାର ତଦନ୍ତ କରୁଛି । ସୋର ଡାକ୍ତରାଖାନାରେ ଆସନ୍ତାକାଲି ବଳଭଦ୍ରଙ୍କର ଶବ ବ୍ୟବଚ୍ଛେଦ ହେବ ।

LEAVE A REPLY

Please enter your comment!
Please enter your name here