Odisha news

ପଂଚାୟତ ର ବିକାଶ ଓ ପଂଚାୟତରେ କାର୍ଯ୍ୟ ନ ହେବାକୁ ନେଇ ବ୍ଲକ ସମୁଖ ରେ ସରପଞ୍ଚ ଙ୍କ ଧାରଣା.

0
ସୋର-୭/୯-ବିଲି ନ ହେବା ଫଳରେ ଆଜି ତଳନଗର ସରପଞ୍ଚ ଓ ତାଙ୍କ ପ୍ରତିନିଧି କିଛି ଗ୍ରାମବାସୀ ସୋର ବ୍ଲକ ଗେଟ ସମୁଖରେ ଧାରଣା ରେ ବସିଛନ୍ତି. ମୂଳ ଉଦେଶ୍ୟ ହେଉଛି ପଂଚାୟତ ର ବିକାଶ ପାଇଁ ତଳନଗର ପଂଚାୟତ କୁ ଅନେକ ଟଙ୍କା ଆସୁଛି. କିନ୍ତୁ ପଂଚାୟତ ରେ କାର୍ଯ୍ୟ ହେଉ ନ ଥିବା ସରପଞ୍ଚ କହିଛନ୍ତି, ଯଦିବି କେଉଁଠି କାର୍ଯ୍ୟ ହେଉଛି ତାହା ବ୍ଲକ ଡିପାଟମେଣ୍ଟ ନାମରେ କାର୍ଯ୍ୟ ରହିଥିବାରୁ ବ୍ଲକ ରେ 12ପରସେଣ୍ଟ ପିସି ନେଉଛନ୍ତି. ଯଦି କେହିବି କାର୍ଯ୍ୟ କରୁଛି ତାହାର ବି ବିଲି କରୁନାହାନ୍ତି. ଯାହାଫଳରେ ନାହିଁନଥିବା ହଇରାଣ ହେଉଥିବା ଜଣାପଢ଼ିଛି. ଏହିପରି ମନମୁଖୀ କର୍ଯ୍ୟ କୁ ନେଇ ସୋର ପଂଚାୟତ ସମିତି କାର୍ଯ୍ୟାଳୟ ସମୁଖରେ ତଳନଗର ସରପଞ୍ଚ ଙ୍କ ଶହ ପଂଚାୟତ ର କିଛି ବେକ୍ତି ଧାରଣା ରେ ବସିଥିବା ଦେଖିବାକୁ ମିଳିଛି.
Leave A Reply