ମହାମାରୀ ସମୟରେ ଆମେ ଫୋନ୍, ୱାଲେଟ୍, ଗହଣା ଓ ଚାବି ଆଦି ମୂଲ୍ୟବାନ୍ ସାମଗ୍ରୀ ସଫା କରିବାକୁ ଅଣଦେଖା କରୁଛୁ ଯାହାଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଛି । ଏହାର ସମାଧାନ ପାଇଁ ଇନୋଭେଟିଭ୍ ଆଣ୍ଡ ପୋର୍ଟେବଲ୍ ଡିଜିଟାଲ ମାର୍କେଟ କମ୍ପାନୀ ପୋଟ୍ରୋନିକ୍ସ ଞ୍ଛଫriଜi ୧୦୨ ନାମକ ଏକ ବହୁ କାର୍ଯ୍ୟାତ୍ମକ ୟୁଭି
ସାନିଟାଇଜର୍ ଲଞ୍ଚ୍ କରିଛି । ଆଲକହଲ୍ଭିତ୍ତିକ ସାନିଟାଇଜର୍ ଓ ନିୟମିତ ସ୍ପ୍ରେ ଉପଯୋଗ ଦ୍ୱାରା ସାମଗ୍ରୀ ନଷ୍ଟ ହୋଇପାରେ । ଞ୍ଛଫriଜi ୧୦୨ ୟୁଭି ଲାଇଟ୍ସ UV-ଈ ଓ UV-ଅ ଉପରେ କାମ କରିଥାଏ । ଏହା ଏକସଙ୍ଗରେ ଅନେକ ଉକ୍ସଊାଦ ବକ୍ସରେ ରଖି ସାନିଟାଇଜ୍ କରିପାରିବେ । ସୁପର ଷ୍ଟରଲାଇଜର୍ ହେବା ଯୋଗୁ ଞ୍ଛଫriଜi ୧୦୨ ଉପଯୋଗକର୍ତାଙ୍କ ପସନ୍ଦ ଆଧାରରେ ୨ଟି ଡିସଇନଫେକଫ ମୋଡ୍ ସହ ଆସୁଛି । ୧୦ ମିନିଟରେ କୌଣସି ସାମଗ୍ରୀକୁ ଜୀବାଣୁମୁକ୍ତ କରିପାରିବେ । ଅଧିକ ସଫା ଚାହୁଁଥିବା ଲୋକ ୩୦ ମିନିଟ ପର୍ଯ୍ୟନ୍ତ ସାମଗ୍ରୀକୁ ବକ୍ସରେ ରଖିପାରିବେ ।
