Odisha news

24 ତମ ରାଜ୍ୟ ସ୍ତରୀୟ ମେଧାବୃତ୍ତି ପରୀକ୍ଷା, ସନ୍ତୋଷ ପୁରସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ

0
ରମ୍ଭା :-ରମ୍ଭା ନିକଟ ବର୍ତ୍ତୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷ ପୁର, ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ,ଭୁବନେଶ୍ୱର ଓଡିଶା ଶିଶୁଵିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର CCWSD ର 24ତମ ରାଜ୍ୟ ସ୍ଥରୀୟ ମେଧାବୃତ୍ତି ପରୀକ୍ଷା26/2/23 ରବିବାର ସକାଳ 9.30 ରୁ 12.00 ଯାଏ ପରୀକ୍ଷା କେନ୍ଦ୍ର ସନ୍ତୋଷ ପୁର ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି, ପ୍ରଧାନ ଅlଚର୍ଯ୍ୟ ଶ୍ରୀଯୁକ୍ତ ବଟକୃଷ୍ଣ ତ୍ରିପାଠୀ କେନ୍ଦ୍ର ଅଧିକ୍ଷକ ଥିବା ବେଳେ ଶ୍ରୀ ଗଣେଶ ରେଡ୍ଡୀ ପର୍ଯ୍ୟବେକ୍ଷକ ଭାବେ ଆସି ପରୀକ୍ଷା ପରି ଚାଳନା କରିଥିଲେ . ଯେଉ ଶିଶୁ କୃତ କାର୍ଯ୍ୟ ହେବେ ସେମାନଙ୍କୁ ଆଗାମୀ ଦିନ ରେ ରାଜଧାନୀ ରେ ସମ୍ବର୍ଦ୍ଧିତ କରାଯିବ ବୋଲି ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରଶାଦ ଆଚlର୍ଯ୍ୟ ସୂଚନା ଦେଇଛନ୍ତି… ଏହି କେନ୍ଦ୍ର ରେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ର ମୋଟ 160 ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ.
ଉପ ପ୍ରଧାନ ଆଚର୍ଯ୍ୟା ଶ୍ରୀମତୀ ଅପରାଜିତା ରଥ ଓ ଆଚର୍ଯ୍ୟା କିରଣ ମୁଦୁଲି, ମିନାକ୍ଷୀ ପଲାଇ, ଝରଣା ପ୍ରଧାନ, ବିନୁ ସାହୁ ସହଯୋଗ କରିଥିଲେ..
Nalco
Leave A Reply