* ପୂର୍ବତଟ ରେଳପଥ ମଧ୍ୟରୁ ଆହୁରି 5 ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍ |
* ପୁରୀରୁ ହାଓଡ଼ା ଏବଂ ଯଶୋବନ୍ତପୁରକୁ ସ୍ୱତନ୍ତ୍ର ଟ୍ରେନ୍ |
* ବିଶାଖାପାଟନମରୁ ଏଲଟିଟି ଓ କାଚିଗୁଡାକୁ ସ୍ୱତନ୍ତ୍ର ଟ୍ରେନ୍ |
* ସମ୍ବଲପୁରରୁ ନାନ୍ଦେଡ଼କୁ ସ୍ୱତନ୍ତ୍ର ଟ୍ରେନ୍ |
* ଏବେ ପୂର୍ବତଟ ରେଳପଥ ମଧ୍ୟରୁ ୩୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଚଳ କରୁଅଛି |
* ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ବିଶେଷ ଟ୍ରେନ ଗୁଡିକ ଚଳାଚଳ କରିବ |
01. ପୁରୀ-ହାଓଡ଼ା-ପୁରୀ ସ୍ପେଶାଲ୍ ଟ୍ରେନ (02088/02087)
02088/02087 ପୁରୀ-ହାଓଡ଼ା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଫେବୃଆରୀ ମାସ ପହିଲା ଠାରୁ ପ୍ରତିଦିନ ୧୦ଘ.୨୫ମି.ରେ ଏବଂ ହାଓଡ଼ାରୁ ଫେବୃଆରୀ ମାସ ଦୁଇ ତାରିଖ ଠାରୁ ପ୍ରତିଦିନ ପୂର୍ବାହ୍ନ ୯ଘ.୧୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
02. ପୁରୀ-ଯଶୋବନ୍ତପୁର-ପୁରୀ ବିଶେଷ ଟ୍ରେନ (02063/02064)
02063/02064 ପୁରୀ-ଯଶୋବନ୍ତପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ 15 ଜାନୁଆରୀ ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ ୩ଘ.୧୫ମି.ରେ ଛାଡିବାକୁ ଥିବାବେଳେ ଯଶୋବନ୍ତପୁରରୁ 16 ଜାନୁୟାରୀ, ୨୦୨୧ ଠାରୁ ପ୍ରତ୍ୟକ ଶନିବାର ଦିନ ରାତ୍ର ୧୦ଘ.୪୦ମି. ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
03. ବିଶାଖାପାଟନମ୍-ଏଲଟିଟି-ବିଶାଖାପା
08519/08520 ବିଶାଖାପାଟନମ୍-ଏଲଟିଟି-ବିଶାଖାପା
04. ବିଶାଖାପାଟନମ୍-କାଚିଗୁଡା-ବିଶାଖାପା
08561/08562 ବିଶାଖାପାଟନମ୍-କାଚିଗୁଡା-ବିଶାଖାପା
06. ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର ସ୍ପେଶାଲ୍ ଟ୍ରେନ (02085/02086)
02085/02086 ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁରରୁ 15 ଜାନୁଆରୀ ଠାରୁ ପ୍ରତ୍ୟେକ ସୋମବାର, ଶୁକ୍ରବାର ଏବଂ ରବିବାର ଦିନ ପୂର୍ବାହ୍ନ ୧୦ଘ.୫୦ମି.ରେ ଛାଡିବ ଏବଂ 16 ଜାନୁୟାରୀ, 2021 ଠାରୁ ନାନ୍ଦେଡ଼ରୁ ପ୍ରତ୍ୟେକ ମଙ୍ଗଳବାର, ଶନିବାର ଏବଂ ଷୋମବାର ଦିନ ଅପରାହ୍ନ ୪ଘ.୩୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
ଏହା ବ୍ୟତୀତ, ପୂର୍ବତଟ ରେଳପଥ କିଛିଦିନ ପୂର୍ବରୁ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଏହାର ପରିସୀମା ମଧ୍ୟରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବାପାଇଁ ବିଜ୍ଞପ୍ତି କରିଥିଲା I ଏହି ଟ୍ରେନ ଗୁଡିକ ହେଲା ଭୁବନେଶ୍ୱର-ପୁନେ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ, ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ବିଶେଷ ଟ୍ରେନ, ବିଶାଖାପାଟନମ୍-ସାଇ ନାଗର ସିରିଡ଼ି-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ, ବିଶାଖାପାଟନମ୍-କୋଲାମ-ବିଶାଖାପା
